/odisha-reporter/media/post_attachments/uploads/2020/05/ASHOK-888.jpg)
bbsr
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା। ମଧୁବାବୁ ପେନସନ ଓ ସାମାଜିକ ସୁରକ୍ଷା ସହାୟତା ହିତାଧିକାରୀ ଏହି ସୁବିଧା ପାଇବେ। ଏହି ହିତାଧିକାରୀମାନେ ପ୍ରତି ମାସରେ ୧୦୦ ଟଙ୍କା ଲେଖାଏ ପାଇବେ। ଏନେଇ ଆଜି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।
Advertisment
ମୋଟ ୪୮ ଲକ୍ଷ ହିତାଧିକାରୀ ୧୦୦ ଟଙ୍କା ଲେଖାଏ ପାଇବେ। ମେ’ ମାସ ମଧ୍ୟରେ ସହାୟତା ବାବଦ ଅର୍ଥ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ କିନ୍ନରଙ୍କ ପାଇଁ କାର୍ଯ୍ୟ କରୁଥିବା ୧୧ଟି ଅନୁଷ୍ଠାନକୁ ମିଳିବ ୨ କୋଟି ୫୦ ଲକ୍ଷ ଟଙ୍କା ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
