ମିଳିବ ୧୦୦ ଟଙ୍କା ଲେଖା ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା। ମଧୁବାବୁ ପେନସନ ଓ ସାମାଜିକ ସୁରକ୍ଷା ସହାୟତା ହିତାଧିକାରୀ ଏହି ସୁବିଧା ପାଇବେ। ଏହି ହିତାଧିକାରୀମାନେ ପ୍ରତି ମାସରେ ୧୦୦ ଟଙ୍କା ଲେଖାଏ ପାଇବେ। ଏନେଇ ଆଜି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ମୋଟ ୪୮ ଲକ୍ଷ ହିତାଧିକାରୀ ୧୦୦ ଟଙ୍କା ଲେଖାଏ ପାଇବେ। ମେ’ ମାସ ମଧ୍ୟରେ ସହାୟତା ବାବଦ ଅର୍ଥ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ କିନ୍ନରଙ୍କ […]

bbsr

Jyoshna Pradhan
  • Published: Friday, 01 May 2020
  • , Updated: 01 May 2020, 02:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାସିକ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା। ମଧୁବାବୁ ପେନସନ ଓ ସାମାଜିକ ସୁରକ୍ଷା ସହାୟତା ହିତାଧିକାରୀ ଏହି ସୁବିଧା ପାଇବେ। ଏହି ହିତାଧିକାରୀମାନେ ପ୍ରତି ମାସରେ ୧୦୦ ଟଙ୍କା ଲେଖାଏ ପାଇବେ। ଏନେଇ ଆଜି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

ମୋଟ ୪୮ ଲକ୍ଷ ହିତାଧିକାରୀ ୧୦୦ ଟଙ୍କା ଲେଖାଏ ପାଇବେ। ମେ’ ମାସ ମଧ୍ୟରେ ସହାୟତା ବାବଦ ଅର୍ଥ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ କିନ୍ନରଙ୍କ ପାଇଁ କାର୍ଯ୍ୟ କରୁଥିବା ୧୧ଟି ଅନୁଷ୍ଠାନକୁ ମିଳିବ ୨ କୋଟି ୫୦ ଲକ୍ଷ ଟଙ୍କା ମିଳିବ।

Related story