Advertisment

ମନ୍ତ୍ରୀ ଟିକେ ଗାଁ ଆଡେ ବୁଲି ଆସ

୪୦ ଡିଗ୍ରୀ ତାତିରେ ସନ୍ତୁଳି ହେଉଛନ୍ତି ଲୋକେ। ଜନଜୀବନକୁ କଲବଲ କରୁଛି ଗୁଳୁଗୁଳି। ଘଣ୍ଟା ଘଣ୍ଟା ଧରି ହେଉଛି ଅଘୋଷିତ ପାୱାରକଟ୍। ଶୁଣିଲେ ତ, ତିନି ଦିନ ତଳେ ରାଜ୍ୟବାସୀଙ୍କୁ ମନ୍ତ୍ରୀ ଦେଇଥିଲେ ଏଭଳି ଟାଣ ପ୍ରତିଶ୍ରୁତି। ଆଉ ଇଏ ହେଉଛି ବାସ୍ତବ ଚିତ୍ର।

Advertisment

୪୦ ଡିଗ୍ରୀ ତାତିରେ ସନ୍ତୁଳି ହେଉଛନ୍ତି ଲୋକେ। ଜନଜୀବନକୁ କଲବଲ କରୁଛି ଗୁଳୁଗୁଳି। ଘଣ୍ଟା ଘଣ୍ଟା ଧରି ହେଉଛି ଅଘୋଷିତ ପାୱାରକଟ୍। ଶୁଣିଲେ ତ, ତିନି ଦିନ ତଳେ ରାଜ୍ୟବାସୀଙ୍କୁ ମନ୍ତ୍ରୀ ଦେଇଥିଲେ ଏଭଳି ଟାଣ ପ୍ରତିଶ୍ରୁତି। ଆଉ ଇଏ ହେଉଛି ବାସ୍ତବ ଚିତ୍ର। ଏ ଦୃଶ୍ୟ ହେଉଛି ଆସିକା ବ୍ଲକ ହରଡ଼ାପଦର ଗାଁର। ବାହାରେ ତାତି ଘରେ ଅସହ୍ୟ ଗୁଳୁଗୁଳି। ବାଧ୍ୟ ହୋଇ କିଏ ଦାଣ୍ଡ ପିଣ୍ଢାରେ ବସୁଛି ତ କିଏ ଗଛମୂଳରେ ଆଶ୍ରୟ ନେଉଛନ୍ତି। ଘରେ ଫ୍ୟାନ ଅଛି, ହେଲେ ଚାଲିବାକୁ ଶକ୍ତି ନାହିଁ। କାରଣ ଯେତେବେଳେ ଦେଖିବ ସେତେବେଳେ ପାୱାରକଟ୍। ବାଲେଶ୍ୱର ଜିଲ୍ଲାର ନୀଳଗିରି ଗାଁର ଦମୟନ୍ତୀ ରାଉତ। ଘରେ ଫ୍ୟାନ ଅଛି, ହେଲେ ଚାଲିବାକୁ ବେଳ ନାହିଁ। କାରଣ ଯେତେବେଳେ ଦେଖିବ ସେତେବେଳେ ପାୱାରକଟ୍। ୬ମାସର କୁନି ପୁଅଟିକୁ ଧରି ରାତି କି ଦିନ, ଏମିତି ବିଞ୍ଚଣା ଖଣ୍ଡେ ଧରି ଘରରୁ ବାରି କାଖରେ ଧରି ବୁଲାଉଛନ୍ତି ଦମୟନ୍ତୀ। 

Advertisment
Odisha Tata Power Electricity Deficiency
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe