Advertisment

ରାଷ୍ଟ୍ରପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପେଟ୍ରୋଲିଅମ୍‌ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି। ଏ ବିଷୟରେ ନିଜେ ଧର୍ମେନ୍ଦ୍ର ଟ୍ୱିଟ୍‌ କରିବା ସହ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏକ ଟ୍ୱିଟ୍‌ରେ ସେ କହିଛନ୍ତି, “ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନଠାରେ ଭେଟିବା ସହ ତାଙ୍କୁ ନୂଆ ବର୍ଷର […]

ରାଷ୍ଟ୍ରପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର

DP

Advertisment

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପେଟ୍ରୋଲିଅମ୍‌ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି। ଏ ବିଷୟରେ ନିଜେ ଧର୍ମେନ୍ଦ୍ର ଟ୍ୱିଟ୍‌ କରିବା ସହ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି।

Advertisment

ଏହି ଅବସରରେ ଧର୍ମେନ୍ଦ୍ର ଏବଂ ରାଷ୍ଟ୍ରପତି କୋବିନ୍ଦଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏକ ଟ୍ୱିଟ୍‌ରେ ସେ କହିଛନ୍ତି, “ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନଠାରେ ଭେଟିବା ସହ ତାଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲି। ବିଭିନ୍ନ ବିଷୟ ଉପରେ ତାଙ୍କ ସହ ଚର୍ଚ୍ଚା କଲି ଏବଂ ତାଙ୍କର ମାର୍ଗଦର୍ଶନ ନେଲି।”

ରାଷ୍ଟ୍ରପତି କୋବିନ୍ଦଙ୍କ ସହ ଏକ ଫଟୋ ମଧ୍ୟ ସେ ଏହି ଟ୍ୱିଟ୍‌ରେ ଯୋଡ଼ିଛନ୍ତି। ଏଥିରେ ଦୁହେଁ ହାତ ମିଳାଉଥିବା ଦେଖିବାକୁ ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe