Advertisment

ବିଜେଡି ନେତ୍ରୀଙ୍କୁ କନ୍ଦେଇଦେଲେ ମନ୍ତ୍ରୀ!

ପୁରୀ ଜିଲ୍ଲା ପରିଷଦ ବୈଠକରେ ହୋହାଲ୍ଲା। ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଚତୁର୍ଥ ଜିଲ୍ଲା ପରିଷଦ ବୈଠକରେ ୧୮ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅସମ୍ମାନ ଅଭିଯୋଗ।

author-image
Debendra Prusty

ପୁରୀ ଜିଲ୍ଲା ପରିଷଦ ବୈଠକରେ ହୋହାଲ୍ଲା। ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଚତୁର୍ଥ ଜିଲ୍ଲା ପରିଷଦ ବୈଠକରେ ୧୮ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟାଙ୍କୁ ଅସମ୍ମାନ ଅଭିଯୋଗ। 

Advertisment
BjD Naveen Patnaik