ବାହାନଗାରେ ଶକ୍ତି ମନ୍ତ୍ରୀ। ଭୁବନେଶ୍ୱରରେ ଛାତ୍ର କଂଗ୍ରେସ ବିଜୁଳି କାଟକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି। ଏପଟେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ଏନେଇ ପଚାରିବାରୁ ମନ୍ତ୍ରୀ ପଳାଇଗଲେ।