Advertisment

Drown to death: ହୋଲି ଖେଳି ଗାଧୋଇବା ବେଳେ ଭାସିଗଲେ ନାବାଳକ

ହୋଲିରେ ବଡ଼ମ୍ବାର ଟି-ସେତୁ ନିକଟରେ ଘଟିଛି ଅଘଟଣ। ହୋଲି ଖେଳି ସାରି ସେଠାରେ ମହାନଦୀରେ ଗାଧୋଇବା ବେଳେ ଭାସିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକଙ୍କ ନାଁ ଜୀବନ ବେହେରା। ତାଙ୍କ ଘର ବଡ଼ମ୍ବାର ତୁଣପୁର ଗାଁରେ।

Drown
Advertisment

ହୋଲିରେ ବଡ଼ମ୍ବାର ଟି-ସେତୁ ନିକଟରେ ଘଟିଛି ଅଘଟଣ। ହୋଲି ଖେଳି ସାରି ସେଠାରେ ମହାନଦୀରେ ଗାଧୋଇବା ବେଳେ ଭାସିଯାଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି।

Advertisment

ମୃତ ନାବାଳକଙ୍କ ନାଁ ଜୀବନ ବେହେରା। ତାଙ୍କ ଘର ବଡ଼ମ୍ବାର ତୁଣପୁର ଗାଁରେ।

ଟି-ସେତୁ ପାଖରେ ହୋଇଥିବା ଅସ୍ଥାୟୀ ପୋଲ ନିକଟରେ ଘଟିଛି ଏହି ଅଘଟଣ। 

ତୁଣପୁର ଗାଁର ତିନି ଜଣ ନାବାଳକ ହୋଲି ଖେଳି ଗାଧୋଇବାକୁ ଆସିଥିଲେ। ଗାଧୋଇବା ବେଳେ ଜୀବନ ବେହେରା ଭାସି ଯାଇଥିଲେ । 

ବାଙ୍କୀ ବୈଦେଶ୍ୱର ଦମକଳ ବାହିନୀ ପହଞ୍ଚି ନଦୀରୁ ନାବାଳକଙ୍କୁ ଉଦ୍ଧାର କରି ବଡ଼ମ୍ବା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe