ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ କରି ନିସ୍ତୁକ ଛେଚା ଖାଇଲେ !

ନୟାଗଡ଼(ଓଡ଼ିଶା ରିପୋର୍ଟର):ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୦)ଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମୁମୂର୍ଷୁ ଅବସ୍ଥାରେ ସମ୍ପୃକ୍ତ ନାବାଳିକାଙ୍କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଅଭିଯୋଗ ଅନୁସାରେ, ନାବାଳିକା ଜଣଙ୍କ ନିଜ ଭାଇ ଓ ବାପାଙ୍କ ସହ ବାଇକରେ ଯାଉଥିବା ସମୟର ବାଇକ ପମ୍ପଚର ହୋଇଯାଇଥିଲା। ଏହାର ସୁଯୋଗ ନେଇ ଜିତୁ ମହାରଣା ନାମକ ଜଣେ ଯୁବକ ନାବାଳିକାଙ୍କୁ ନିଜ ଆଡ଼ୁ ଲିଫ୍ଟ ଦେଇଥିଲେ। ହେଲେ କିଛି ବାଟ ଗଲାପରେ ନାବାଳିକାଙ୍କୁ କୁସୁମୀ ନଦୀ […]

jio

jio

Tapas Behera
  • Published: Thursday, 18 April 2019
  • Updated: 18 April 2019, 12:41 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର):ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୦)ଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମୁମୂର୍ଷୁ ଅବସ୍ଥାରେ ସମ୍ପୃକ୍ତ ନାବାଳିକାଙ୍କୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଅଭିଯୋଗ ଅନୁସାରେ, ନାବାଳିକା ଜଣଙ୍କ ନିଜ ଭାଇ ଓ ବାପାଙ୍କ ସହ ବାଇକରେ ଯାଉଥିବା ସମୟର ବାଇକ ପମ୍ପଚର ହୋଇଯାଇଥିଲା।

ଏହାର ସୁଯୋଗ ନେଇ ଜିତୁ ମହାରଣା ନାମକ ଜଣେ ଯୁବକ ନାବାଳିକାଙ୍କୁ ନିଜ ଆଡ଼ୁ ଲିଫ୍ଟ ଦେଇଥିଲେ। ହେଲେ କିଛି ବାଟ ଗଲାପରେ ନାବାଳିକାଙ୍କୁ କୁସୁମୀ ନଦୀ ପଠାରେ ଦୁଃଷ୍କର୍ମ କରିଥିଲେ। ଘଟଣା ପରେ ନାବାଳିକା ଜଣଙ୍କୁ ପ୍ରେଲାଭନ ଦେଖାଇ କାହା ଆଗରେ କିଛି ନ କହିବାକୁ କହିଥିଲେ।

ପରେ ତାଙ୍କୁ ବାଇକରେ ଆଣି ବାହାଡ଼ା ଛକରେ ଛାଡ଼ି ଚାଲିଯାଇଥିଲେ। ନାବାଳିକା ଜଣଙ୍କ ଏ ବିଷୟରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକେ ଜିତୁଙ୍କୁ ଧରି ନିସ୍ତୁକ ପିଟିଥିଲେ ଓ ପୁଲିସ୍‌ ଜିମାରେ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story