Advertisment

ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ !

ରାଉରକେଲା (ପବନ ତିୱାରୀ): ଜୁନାଗଡ଼ ଗଣଦୁଷ୍କର୍ମ ମନରୁ ନଲିଭୁଣୁ ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୩ ଜଣ ଯୁବକ ଏହି ଗଣଦୁଷ୍କର୍ମ କରିଛନ୍ତି ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆଧାର କରି ୩ ଯୁବକଙ୍କୁ ରାଉରକେଲା ପୁଲିସ ଅଟକ ରଖିଛି। ସୂଚନା ଅନୁସାରେ ଗତ ୨୨ ତାରିଖରେ ରାଉରକେଲା ସେକ୍ଟର-୭ ଥାନା ଅଞ୍ଚଳକୁ ନାବାଳିକା ଜଣକ ପୂଜା ଦେଖିବା ପାଇଁ ଯାଇଥିଲେ। ରାସ୍ତାରେ ତିନି ଯୁବକ ତାଙ୍କୁ ଲିଫ୍ଟ ଦେବା […]

ଲିଫ୍ଟ ଦେବା ବାହାନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ !

minor-rape-main

Advertisment

ରାଉରକେଲା (ପବନ ତିୱାରୀ): ଜୁନାଗଡ଼ ଗଣଦୁଷ୍କର୍ମ ମନରୁ ନଲିଭୁଣୁ ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୩ ଜଣ ଯୁବକ ଏହି ଗଣଦୁଷ୍କର୍ମ କରିଛନ୍ତି ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆଧାର କରି ୩ ଯୁବକଙ୍କୁ ରାଉରକେଲା ପୁଲିସ ଅଟକ ରଖିଛି।

Advertisment

ସୂଚନା ଅନୁସାରେ ଗତ ୨୨ ତାରିଖରେ ରାଉରକେଲା ସେକ୍ଟର-୭ ଥାନା ଅଞ୍ଚଳକୁ ନାବାଳିକା ଜଣକ ପୂଜା ଦେଖିବା ପାଇଁ ଯାଇଥିଲେ। ରାସ୍ତାରେ ତିନି ଯୁବକ ତାଙ୍କୁ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଉଠାଇନେଇ ଗଣଦୁଷ୍କର୍ମ କରିଥିଲେ।
ଶନିବାର ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ନାବାଳିକାଙ୍କ ବୟାନ ରେକର୍ଡ କରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ତାଙ୍କର ଡାକ୍ତରୀ ମାଇନା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe