Advertisment

ଘରେ ଏକୁଟିଆ ଥିଲା ନାବାଳିକା, ଦୁଷ୍କର୍ମ କଲା ପଡ଼ୋଶୀ ଯୁବକ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର  ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ସୂଚନାଅନୁସାରେ, ଗତକାଲି ନାବାଳିକା ଜଣକ ଘରେ ଏକୁଟିଆ ଥିଲେ। ଏହାଦେଖି ତାଙ୍କ ତାଙ୍କ ପଡୋଶୀ ସୂର୍ଯ୍ୟକାନ୍ତ ଗଜେନ୍ଦ୍ର ନାବାଳିକାଙ୍କ ଘରକୁ ଆସି ତାଙ୍କୁ ଦୁଷ୍କର୍ମ କରିଥିଲା। ହେଲେ ନାବାଳିକା ଚିତ୍କାର କରିବାରୁ ସୂର୍ଯ୍ୟକାନ୍ତ ଫେରାର ହୋଇ ଯାଇଥିଲା। ଏନେଇ  ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଏହାପରେ  ପରିବାର […]

ଘରେ ଏକୁଟିଆ ଥିଲା ନାବାଳିକା, ଦୁଷ୍କର୍ମ କଲା ପଡ଼ୋଶୀ ଯୁବକ

rape

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର  ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି।

Advertisment

ସୂଚନାଅନୁସାରେ, ଗତକାଲି ନାବାଳିକା ଜଣକ ଘରେ ଏକୁଟିଆ ଥିଲେ। ଏହାଦେଖି ତାଙ୍କ ତାଙ୍କ ପଡୋଶୀ ସୂର୍ଯ୍ୟକାନ୍ତ ଗଜେନ୍ଦ୍ର ନାବାଳିକାଙ୍କ ଘରକୁ ଆସି ତାଙ୍କୁ ଦୁଷ୍କର୍ମ କରିଥିଲା। ହେଲେ ନାବାଳିକା ଚିତ୍କାର କରିବାରୁ ସୂର୍ଯ୍ୟକାନ୍ତ ଫେରାର ହୋଇ ଯାଇଥିଲା। ଏନେଇ  ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ଏହାପରେ  ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନାବାଳିକାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ  କରିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୂର୍ଯ୍ୟକାନ୍ତଙ୍କୁ ଗୁରୁଜଙ୍ଗ ଅଞ୍ଚଳରୁ ଗିରଫ କରିଛି।

Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe