Advertisment

ଶିଶୁକନ୍ୟାକୁ ଜନ୍ମ ଦେଲେ ନାବାଳିକା

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ନାବାଳିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଉଭୟ ନବଜାତ ଶିଶୁକନ୍ୟା ଓ ମାଆକୁ ଯାଜପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। କିଛିମାସ ତଳେ ନାବାଳିକଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏନେଇ କଳିଙ୍ଗନଗର ଥାନାରେ ଏତଲା ହୋଇଥିଲେ ବି ପୁଲିସ୍‌ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇନାହିଁ। ଅଭିଯୁକ୍ତକୁ ଧରିବାକୁ ସବୁ ପ୍ରକାର ପ୍ରୟାସ ଚାଲିଛି। ଦୁଷ୍କର୍ମକାରୀକୁ ପୁଲିସ ଛାଡ଼ିବ ନାହିଁ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର […]

ଶିଶୁକନ୍ୟାକୁ ଜନ୍ମ ଦେଲେ ନାବାଳିକା

dc-Cover-ptdrbg01fec0m1pp5np96i1un0-20170202125008.Medi

Advertisment

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ନାବାଳିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଉଭୟ ନବଜାତ ଶିଶୁକନ୍ୟା ଓ ମାଆକୁ ଯାଜପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। କିଛିମାସ ତଳେ ନାବାଳିକଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏନେଇ କଳିଙ୍ଗନଗର ଥାନାରେ ଏତଲା ହୋଇଥିଲେ ବି ପୁଲିସ୍‌ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇନାହିଁ।

Advertisment

ଅଭିଯୁକ୍ତକୁ ଧରିବାକୁ ସବୁ ପ୍ରକାର ପ୍ରୟାସ ଚାଲିଛି। ଦୁଷ୍କର୍ମକାରୀକୁ ପୁଲିସ ଛାଡ଼ିବ ନାହିଁ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe