କେନ୍ଦ୍ରାପଡ଼ା ସଂଖ୍ୟାଲଘୁ ସେଲ୍‌ ସଭାପତିଙ୍କ ଇସ୍ତଫା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଂଖ୍ୟାଲଘୁ ସେଲ୍‌ର ନବନିଯୁକ୍ତ ସଭାପତି ପଦରୁ ମୀର ମୁଜିବ୍ ବକ୍ସ ଇସ୍ତଫା ଦେଇଛନ୍ତି। ଗତକାଲି ରାତିରେ ସେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୀରଙ୍କ ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ମାମଲା ରହିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ପଦକୁ ନେଇ ବିବାଦ ଓ ଦଳର ସମ୍ମାନକୁ ଦୃଷ୍ଟିରେ ରଖି ଇସ୍ତଫା ଦେଇଥିବା ମୀର କହିଛନ୍ତି।

kkd

kkd

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 07:27 AM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଂଖ୍ୟାଲଘୁ ସେଲ୍‌ର ନବନିଯୁକ୍ତ ସଭାପତି ପଦରୁ ମୀର ମୁଜିବ୍ ବକ୍ସ ଇସ୍ତଫା ଦେଇଛନ୍ତି। ଗତକାଲି ରାତିରେ ସେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୀରଙ୍କ ନାଁରେ ୫୦ ଲକ୍ଷରୁ ଅଧିକ ଟଙ୍କାର ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ମାମଲା ରହିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ତେବେ ପଦକୁ ନେଇ ବିବାଦ ଓ ଦଳର ସମ୍ମାନକୁ ଦୃଷ୍ଟିରେ ରଖି ଇସ୍ତଫା ଦେଇଥିବା ମୀର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story