ଦାଦାବଟି ନଦେବାରୁ ବୋମାମାଡ଼

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ବୋମାମାଡ଼ ହୋଇଛି। ଦାଦାବଟି ଆଦାୟକୁ ନେଇ ସହରରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଦାଦାବଟି ନଦେବାରୁ ଗୁଣ୍ଡିଚା ମନ୍ଦିର ପାଖରେ ଏକ ଦୋକାନ ଉପରେ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ତନାଘନା ଆରମ୍ଭ କରିଛି।

bomb-90

Rakesh Mallick
  • Published: Tuesday, 27 November 2018
  • , Updated: 27 November 2018, 08:11 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ବୋମାମାଡ଼ ହୋଇଛି। ଦାଦାବଟି ଆଦାୟକୁ ନେଇ ସହରରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।

ଦାଦାବଟି ନଦେବାରୁ ଗୁଣ୍ଡିଚା ମନ୍ଦିର ପାଖରେ ଏକ ଦୋକାନ ଉପରେ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ତନାଘନା ଆରମ୍ଭ କରିଛି।

Related story