ରାତି ଅଧରେ ନାଁ ଧରି ଡାକିଲେ, ଘରେ ପଶି ମର୍ଡର କରି ଲୁଟିଲେ

ସାଲେପୁର(ମନୋଜ ଆଚାର୍ଯ୍ୟ): ବିଳମ୍ବିତ ରାତିରେ ଆସି କବାଟ ବାଡ଼େଇଲେ। ପରିଚିତ ବ୍ୟକ୍ତି ପରି ନାମ ଧରି ଡାକିବାରୁ କବାଟ ଖୋଲିଦେଲେ ଘରର ମୁଖିଆ। ଏହାପରେ ମାରଣାସ୍ତ୍ର ଧରି ୪ ଦୁର୍ବୃତ୍ତ ଘରେ ପଶି ଲୁଟପାଟ କରିବା ସହ  ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ। ଦୁର୍ବୃତ୍ତଙ୍କ ମାରଣାସ୍ତ୍ର ଚୋଟରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧାଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ  ଭର୍ତ୍ତି କରାଯାଇଛି। ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା […]

pic

pic

Niharika Rout
  • Published: Friday, 09 December 2022
  • Updated: 09 December 2022, 01:26 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): ବିଳମ୍ବିତ ରାତିରେ ଆସି କବାଟ ବାଡ଼େଇଲେ। ପରିଚିତ ବ୍ୟକ୍ତି ପରି ନାମ ଧରି ଡାକିବାରୁ କବାଟ ଖୋଲିଦେଲେ ଘରର ମୁଖିଆ। ଏହାପରେ ମାରଣାସ୍ତ୍ର ଧରି ୪ ଦୁର୍ବୃତ୍ତ ଘରେ ପଶି ଲୁଟପାଟ କରିବା ସହ  ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ। ଦୁର୍ବୃତ୍ତଙ୍କ ମାରଣାସ୍ତ୍ର ଚୋଟରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧାଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ  ଭର୍ତ୍ତି କରାଯାଇଛି।

ଏପରି ଅଭାବନୀୟ ଘଟଣା କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତ ବୃଦ୍ଧଜଣକ ହେଲେ ହୃଷିକେଶ ମୁଦୁଲି । ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କ ପତ୍ନୀ କନକଲତା ଗୁରୁତର ହୋଇପଡ଼ିଛନ୍ତି।

ହୃଷିକେଶ ଜଣେ ଅବସରପ୍ରାପ୍ତ ସ୍କୁଲ କ୍ଲର୍କ ହୋଇଥିବା ବେଳେ  ଗାଁର ଶେଷ ମୁଣ୍ଡରେ ସେ ପରିବାର ସହ ରହୁଥିଲେ  । ପରିବାର କହିଲେ ହୃଷିକେଶ ଓ ତାଙ୍କ ପତ୍ନୀ ନିଜର ଜଣେ ସମ୍ପର୍କୀୟ ନାତିଙ୍କ ସହ ରହୁଥିଲେ।

ଗତକାଲି ବିଳମ୍ବିତ ରାତିରେ ଚୋରମାନେ ହୃଷିକେଶଙ୍କ ନାମ ଧରି କବାଟ ଖୋଲିବାକୁ ଡାକିଥିଲେ । ପରିଚିତ ବ୍ୟକ୍ତି କିଏ ହୋଇଥିବ ଭାବି  ହୃଷିକେଶ କବାଟ ଖୋଲି ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଘର ଭିତରେ ପଶିଥିଲେ। ସେମାନେ ଲୁଟପାଟ କରିବାକୁ ଉଦ୍ୟମ କରିବାରୁ ହୃଷିକେଶ ଏହାକୁ ବିରୋଧ କରିଥିଲେ।

ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ତାଙ୍କ ଶରୀରର ବେକ ସମେତ ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ। ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା। ଏହାଦେଖି ତାଙ୍କ ପତ୍ନୀ କନକଲତା ଚିତ୍କାର କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କ ଶରରୀର ବିଭିନ୍ନ ସ୍ଥାନରେ ମଧ୍ୟ ଚୋଟ ମାରିବାରୁ ଗଭୀର କ୍ଷତ ସୃଷ୍ଟି ହୋଇଛି।  ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ନାତି ଓଁକାର ସାମାନ୍ୟ ଆହତ ହେବା ସହ ଭୟଭୀତ ହୋଇପଡ଼ିଥିଲେ। ତେଣୁ ସେ ଚିତ୍କାର କରି ନ ପାରି ଘରେ ଚୁପଚାପ ରହିଥିଲେ।

ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଆଲମାରିରୁ ସବୁ ସୁନା ଅଳଙ୍କାର ଧରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଏହି ଖବର ପ୍ରଚାରିତ ହେବାରୁ ହୃଷିକେଶଙ୍କ ଘର ଆଗରେ ଗାଁ ଲୋକଙ୍କ ଗହଳି ଜମିଥିଲା।  ତୁରନ୍ତ କନକଲତାଙ୍କୁ କଟକ ବଡ ମେଡିକାଲ ପଠାଯାଇଥିବା ବେଳେ ତାଙ୍କ ସହ ଓଁକାର ବି ଯାଇଛନ୍ତି ।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ କରି ସାରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story