ଓଡ଼ିଶାରେ ମହିଳାଙ୍କ ପାଇଁ ହେବ ସ୍ୱତନ୍ତ୍ର ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ। ଦେଶର ପ୍ରଥମ ରାଜ୍ୟ ଭାବେ SHGଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନ ହେବ। ଏହି ବିଭାଗ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ବିଶ୍ୱ ମହିଳା ଦିବସ ଅବସରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି। ଏହି ବିଭାଗ ଦ୍ୱାରା ମହିଳାଙ୍କୁ ଅଧିକ ସଶକ୍ତ କରାଯିବ। ଚଳିତ ବର୍ଷ […]

cm

cm

Puspanjali Panda
  • Published: Sunday, 08 March 2020
  • Updated: 08 March 2020, 04:16 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ। ଦେଶର ପ୍ରଥମ ରାଜ୍ୟ ଭାବେ SHGଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଗଠନ ହେବ।

ଏହି ବିଭାଗ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ବିଶ୍ୱ ମହିଳା ଦିବସ ଅବସରରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି।

ଏହି ବିଭାଗ ଦ୍ୱାରା ମହିଳାଙ୍କୁ ଅଧିକ ସଶକ୍ତ କରାଯିବ। ଚଳିତ ବର୍ଷ ରାଜ୍ୟରେ ସ୍ୱତନ୍ତ୍ର ଭାବେ ନ୍ୟୁଟ୍ରିସନ୍ ବଜେଟ୍ ଅଣାଯାଇଛି। ଯେଉଁଥିରେ ମାଆ ଓ ପିଲାଙ୍କ ବିକାଶ ପ୍ରତି ଅଧିକ ଫୋକସ୍‌ରେ ରଖାଯିବ।

ଓଡ଼ିଶା ମହିଳା ସଶକ୍ତୀକରଣ କ୍ଷେତ୍ରରେ ଦେଶରେ ଏକ ଆଗୁଆ ରାଜ୍ୟ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୂତି ଚାନ୍ଦ, ପ୍ରତିଭା ରାୟ, ନନ୍ଦିତା ଦାସ ଖାଲି ଦେଶ ନୁହେଁ ବିଶ୍ୱରେ ଓଡ଼ିଶାର ନାଁକୁ ଗୌରବାନ୍ୱୀତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଲୋକସେବା ଭବନର କନ୍‌ଭେନସନ୍ ଗୃହରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ ସଚିବ ଉପସ୍ଥିତ ଥିଲେ। ଏହାସହ ରାଜ୍ୟର ବହୁ ଅଞ୍ଚଳରୁ SHG ଗ୍ରୁପର ମହିଳା ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story