Advertisment

ବିନା ହେଲମେଟ୍‌ରେ ମିଶନ ଶକ୍ତି ରାଲି

ମୁଣ୍ଡରେ ବିଜେଡ଼ି ପତାକା, ତୁଣ୍ଡରେ ମିଶନ ଶକ୍ତି ନାରା। ମୁଣ୍ଡରେ ବିଜେଡି ପତାକା ବାନ୍ଧିଲେ କିନ୍ତୁ ହେଲମେଟ୍ ପିନ୍ଧିବା ପାଇଁ ସମୟ ପାଇଲେନି। ଟିକେ ଭାବିଲେ, ଶହ ଶହ ମହିଳାଙ୍କ ଗହଳି ଭିତରେ ସ୍କୁଟିଧରି ରାଲି, ଯଦି ଜଣଙ୍କ ସ୍କୁଟି ସହ ଆଉ ଜଣଙ୍କ ସ୍କୁଟି ଧକ୍କା ହେଲା ତେବେ ଅବସ୍ଥା କଣ ହେବ। ଅଧିକାଂଶ ସ୍କୁଟି ପଛରେ ଦୁଇଜଣ ଲେଖାଏଁ ବସିଛନ୍ତି। କଟକ ଜିଲ୍ଲା ନିଆଳୀ ବ୍ଳକରେ ଜନଅଭିଯୋଗ ଶୁଣାଣି ଶିବିରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

author-image
Manoj Swain

ମୁଣ୍ଡରେ ବିଜେଡ଼ି ପତାକା, ତୁଣ୍ଡରେ ମିଶନ ଶକ୍ତି ନାରା। ମୁଣ୍ଡରେ ବିଜେଡି ପତାକା ବାନ୍ଧିଲେ କିନ୍ତୁ ହେଲମେଟ୍ ପିନ୍ଧିବା ପାଇଁ ସମୟ ପାଇଲେନି। ଟିକେ ଭାବିଲେ, ଶହ ଶହ ମହିଳାଙ୍କ ଗହଳି ଭିତରେ ସ୍କୁଟିଧରି ରାଲି, ଯଦି ଜଣଙ୍କ ସ୍କୁଟି ସହ ଆଉ ଜଣଙ୍କ ସ୍କୁଟି ଧକ୍କା ହେଲା ତେବେ ଅବସ୍ଥା କଣ ହେବ। ଅଧିକାଂଶ ସ୍କୁଟି ପଛରେ ଦୁଇଜଣ ଲେଖାଏଁ ବସିଛନ୍ତି। କଟକ ଜିଲ୍ଲା ନିଆଳୀ ବ୍ଳକରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଏଭଳି ଘଟଣା ଦେଖିବାକୁ ମିଳିଛି।

Advertisment
Odisha Cuttack Bjd Rally