ପୁରୀ (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଯୋଗୁ ପ୍ରାୟ ୬ ମାସ ହେବ ଶ୍ରୀମନ୍ଦିର ସମେତ ରାଜ୍ୟର ସ଼ବୁ ମନ୍ଦିର ଖାଁ ଖାଁ ପଡ଼ି ରହିଛି। ଭକ୍ତକୁ ମନ୍ଦିର ଦୁଆର ମନା। ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହେଉଥିବା ବେଳେ କୋଭିଡ୍ ଗାଇଡଲାଇନ୍ ଭିତରେ ସାଧାରଣ ଭକ୍ତଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ପୁରୀ ସଦର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ। ଗତକାଲି ଟୁଇଟ ଯୋଗେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କରିଛନ୍ତି।
ଜୟନ୍ତ ଲେଖିଛନ୍ତି, କୋରନା କଟକଣା ମଧ୍ୟରେ ଦେଶର ଅନ୍ୟ ପ୍ରମୁଖ ଦେବାଳୟ ଖୋଲିଛି। ଶନିବାର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଯେପରି ଶୃଙ୍ଖଳିତ ଭାବେ ଆୟୋଜନ ହୋଇପାରିଲା, ସେଭଳି କଟକଣା ପାଳନ କରି ସାଧାରଣ ଭକ୍ତଙ୍କ ଦର୍ଶନାର୍ଥେ ଶ୍ରୀମନ୍ଦିର ଖୋଲାଯାଉ ବୋଲି ନିବେଦନ କରିଛନ୍ତି।
ଏହାଦ୍ୱାରା କରୋନା ଭୟରେ ଆତଙ୍କିତ ଭକ୍ତ ଆଧ୍ୟାତ୍ମିକ ଚେତନା ଲାଭ ସହ ଐଶ୍ୱରିକ ଆଶୀର୍ବାଦ ପାଇପାରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ ତାଙ୍କ ଟ୍ୱଇଟରେ ଉଲ୍ଲେଖ କରିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପଞ୍ଚାୟତିରାଜ ମନ୍ତ୍ରୀଙ୍କ କ୍ଷୋଭ ପରେ ବିଭାଗ ଚେତିଲା: ମେସିନ ନୁହେଁ, ଲୋକଙ୍କ ଦ୍ୱାରା କରାଅ ଏନଆରଜିଏସ୍ କାମ
ମନରେଗା ଯୋଜନାର ପ୍ରକଳ୍ପରେ ମଣିଷ ବଦଳରେ ମେସିନ୍ ଉପଯୋଗ କରାଯିବ ନାହିଁ । କେବଳ ବାର୍ଷିକ ମାଷ୍ଟର ସର୍କୁଲାର ୨୦୨୪-୨୫ରେ ଉଲ୍ଲେଖ ଥିବା ମାନଦଣ୍ଡ ଆଧାରରେ ପ୍ରକଳ୍ପ କାର୍ଯ୍ୟରେ ମେସିନ୍ ଉପଯୋଗ ହୋଇପାରିବ ।
Crime
ରାଉରକେଲାରୁ ରାଞ୍ଚି ଯାଉଥିବା ବସ୍ରୁ ଗଞ୍ଜେଇ ଜବତ
ଆଜି ରାଉରକେଲାରୁ ରାଞ୍ଚି ଅଭିମୁଖେ ଯାଉଥିବା ‘ଅରନବ’ ନାମକ ଘରୋଇ ବସ୍। ସେହି ବସ୍କୁ ଝାଡ଼ଖଣ୍ଡ ପୁଲିସ୍ ବାଂଶଜୋର ପାଣ୍ଡି ଖମନଡାଣ୍ଡ ନିକଟରେ ଅଟକାଇ ଯାଞ୍ଚ କରିଥିଲା।
Miscellaneous
ସରକାରଙ୍କୁ ଅର୍ଥଚିନ୍ତା: ଭଡ଼ାରେ ଲାଗିବ ଅବ୍ୟବହୃତ ସରକାରୀ ଜମି ଓ କୋଠା
ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅବ୍ୟବହୃତ ସରକାରୀ ଜମି ଓ କୋଠାଗୁଡ଼ିକର ସଦୁପଯୋଗ କରି ସେଥିରୁ ଅର୍ଥ ଉପାର୍ଜନ ନିମନ୍ତେ ଆବଶ୍ୟକ ଆନୁଷ୍ଠାନିକ କୌଶଳ ଆପଣାଇବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ଆହୁଜା ପରାମର୍ଶ ଦେଇଛନ୍ତି ।
Miscellaneous
କ’ଣ ପାଇଁ ଛାତ୍ରୀମାନେ ଚାଲିଲେ? ଅସନ୍ତୋଷ ଝାଡ଼ିଲେ ଜିଲ୍ଲାପରିଷଦ ଅଧ୍ୟକ୍ଷା
ଛାତ୍ରୀଙ୍କ ସହିତ ଭାରତୀ ନିଜ ଭାଷା(ଆଞ୍ଚଳିକ ବା ଆଦିବାସୀ)ରେ କଥା ହୋଇଥିଲେ। କେତେକ ଛାତ୍ରୀ ଭାରତୀଙ୍କୁ ସେମାନଙ୍କ ସମସ୍ୟା ବଖାଣି ଥିଲେ। ଏହା ସହ ହଷ୍ଟେଲର ପରିଚାଳନା ବାବଦରେ ଅନେକ ଅଭିଯୋଗ କରିଥିଲେ।
Special
୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର
ଡିସେମ୍ବର ୪ ତାରିଖ ରାତିରେ ଧୂଳିସାତ୍ ହୋଇଥିଲା କରାଚୀ ବନ୍ଦର। ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା। ନିଜ ଅନୁଭୂତି ବଖାଣିଲେ 'ଅପରେସନ୍ ଟ୍ରାଇଡେଣ୍ଟ'ରେ ସାମିଲ ଓଡ଼ିଆ ନୌବୀର।