Advertisment

5T ବିରୋଧରେ ବିଧାୟକଙ୍କ ବିଦ୍ରୋହ

ଦିଶା ବୈଠକରେ 5T ଝଡ଼। କେନ୍ଦ୍ରର ଟଙ୍କା, 5Tର ପୋଷ୍ଟର। ଦୁର୍ନୀତି ବିରୋଧରେ ବିଧାୟକଙ୍କ ଆଟାକ୍ । 5Tର ଗୁମର ଖୋଲିଲେ ଉମରକୋଟ ବିଧାୟକ। କହିଲେ ସରକାର ଯୋଜନା ଫଳକରେ ରହୁନି ବିଧାୟକଙ୍କ ନାଁ। ପାଣ୍ଡିଆନଙ୍କ ପାଇଁ ଚେୟାର ସଜାଉଛନ୍ତି ନେତା

author-image
Manoj Swain

ଦିଶା ବୈଠକରେ 5T ଝଡ଼। କେନ୍ଦ୍ରର ଟଙ୍କା, 5Tର ପୋଷ୍ଟର। ଦୁର୍ନୀତି ବିରୋଧରେ ବିଧାୟକଙ୍କ ଆଟାକ୍ । 5Tର ଗୁମର ଖୋଲିଲେ ଉମରକୋଟ ବିଧାୟକ। କହିଲେ ସରକାର ଯୋଜନା ଫଳକରେ ରହୁନି ବିଧାୟକଙ୍କ ନାଁ। ପାଣ୍ଡିଆନଙ୍କ ପାଇଁ ଚେୟାର ସଜାଉଛନ୍ତି ନେତା ।

Advertisment
Odisha