Advertisment

MLA ରହିଲେ, MP କ’ଣ ହଜିଗଲେ?

ନାମ ଫଳକକୁ ନେଇ କଂଗ୍ରେସ କର୍ମୀଙ୍କ ପ୍ରତିବାଦ। ଉଦଘାଟନ ପୂର୍ବରୁ ନାମ ଫଳକକୁ ଚୁନା କରିଦେଲେ। ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ବି କଲେ। ନୂତନ ନିର୍ମାଣ ହୋଇଥିବା ବ୍ଲକ କାର୍ଯ୍ୟାଳୟ ଉଦଘାଟନ ନାମଫଳକରେ କୋଟାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାମ ଉଲ୍ଲେଖ ନଥିବାକୁ ନେଇ ହାଇଡ୍ରାମା।

Congress Odisha Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe