ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଲା। ଚାକିରି ଦେବା ନାଁରେ ୯୦ ହଜାର ଟଙ୍କା ଠକିଲା। ଢେଙ୍କାନାଳ ବିଧାୟକଙ୍କ ଭଣଜା ବୋଲି ବି କହିଲା। ପୁଅ ଲୁଟିବାରେ ବ୍ୟସ୍ତ, ବାପା ଏଗ୍ରିମେଣ୍ଟ କରିବାରେ ବ୍ୟସ୍ତ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ବିଜୟା ଦଶମୀ: ପାରମ୍ପରିକ ରୀତିନୀତିରେ ଚାଲିଛି ମା’ଙ୍କ ପୂଜା
ମେଲାଣି ନେବା ଆଗରୁ ଦଶମୀରେ ମା’ଙ୍କ ଦିବ୍ୟ ରୂପ ଦେଖିବାକୁ ଭକ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।
Politics
କଟକ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ଆଜି ମହାନବମୀରେ କଟକ ଯାଇ ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ସେ କହିଛନ୍ତି, କଟକକୁ ସ୍ମାର୍ଟ ସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି।
Accident
ପ୍ରତିଦିନ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ଯାଉଛି ୫୭ ଜୀବନ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ଷ୍ଟ୍ରାଟେଜି ରିପୋର୍ଟ ଅନୁସାରେ, ଅନିଚ୍ଛାକୃତ ଆଘାତ ମୃତ୍ୟୁ ଜାତୀୟ ହାର ଲକ୍ଷେରେ ୩୧.୨ । ଯାହାକି ଓଡ଼ିଶାର ୪୫.୬ ତୁଳନାରେ ଢେର୍ କମ୍ ରହିଛି। ଅନ୍ୟପକ୍ଷରେ ଅନିଚ୍ଛାକୃତ ଆଘାତ ମୃତ୍ୟୁରେ ୧୮ ରୁ ୬୦ ବର୍ଷ ବୟସ୍କଙ୍କ ସଂଖ୍ୟା ସର୍ବାଧିକ।
Crime
ରଙ୍ଗୀଲା ବାବା; ଭାଇରାଲ୍ ହେଉଛି ଯୁବତୀଙ୍କୁ ଲିପ୍ କିସ୍ ଦେବାର ଫଟୋ
ସବୁବେଳେ ନାଲି, ହଳଦୀ ଧୋତି ପରିଧାନ କରୁଥିବା ବାବା ଜିନ୍ସ ଓ ନାଲି ସାର୍ଟ ପିନ୍ଧି ଥିବାର ଫଟୋ ଭାଇରାଲ୍ ହେଉଛି। ଫଟୋ ଗୁଡ଼ିକ ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି। ଯେଉଁଥିରେ ବାବା ଜଣେ ଯୁବତୀଙ୍କୁ ଧରି ଲିପ୍ କିସ୍ କରୁଥିବା ଦେଖିବାକୁ ମିଳିଛି।