ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଲା। ଚାକିରି ଦେବା ନାଁରେ ୯୦ ହଜାର ଟଙ୍କା ଠକିଲା। ଢେଙ୍କାନାଳ ବିଧାୟକଙ୍କ ଭଣଜା ବୋଲି ବି କହିଲା। ପୁଅ ଲୁଟିବାରେ ବ୍ୟସ୍ତ, ବାପା ଏଗ୍ରିମେଣ୍ଟ କରିବାରେ ବ୍ୟସ୍ତ।