Advertisment

ଷ୍ଟେଜ୍ ଉପରେ ବିଧାୟକ କହିଲେ ‘ତୁମ ପିଲାର ବାପା ମୁଁ’

ସେମିଳିଗୁଡ଼ା ବ୍ଲକ ପିତାଗୁଡ଼ା ପଞ୍ଚାୟତରେ ଆୟୋଜିତ ଚଇତ ପରବରେ ଯୋଗ ଦେଇଥିଲେ ବିଧାୟକ ପ୍ରିତମ ପାଢ଼ୀ।ଏତିକି ବେଳେ ଷ୍ଟେଜ ଉପରକୁ ଯାଇ ଦଣେ ଯୁବତୀଙ୍କୁ କହିଲେ ତୁମ ପେଟରେ ବଢୁଥିବା ପିଲାର ବାପା ମୁଁ। ତେବେ ଏହା ସତ ନଥିଲା। ବିଧାୟକ ସେଭଳି ଅଭିନୟ ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ।

author-image
Debendra Prusty

ସେମିଳିଗୁଡ଼ା ବ୍ଲକ ପିତାଗୁଡ଼ା ପଞ୍ଚାୟତରେ ଆୟୋଜିତ ଚଇତ ପରବରେ ଯୋଗ ଦେଇଥିଲେ ବିଧାୟକ ପ୍ରିତମ ପାଢ଼ୀ।ଏତିକି ବେଳେ ଷ୍ଟେଜ ଉପରକୁ ଯାଇ ଦଣେ ଯୁବତୀଙ୍କୁ କହିଲେ ତୁମ ପେଟରେ ବଢୁଥିବା ପିଲାର ବାପା ମୁଁ। ତେବେ ଏହା ସତ ନଥିଲା। ବିଧାୟକ ସେଭଳି ଅଭିନୟ ପ୍ରଦର୍ଶନ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ। 

Advertisment
Odisha Odisha Politics Odisha Mlas