Advertisment

‘ଡାକିଦେଲେ ହେଲେ ଚେୟାର ଦେଲେନି’

ଏକାମ୍ର ପ୍ରକଳ୍ପର ଭୂମି ପୂଜନ ବେଳେ ରାଗିଗଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଡାକିଦେଇ ଚେୟାର ନଦେଇ ସରକାର ଅପମାନିତ କରିଥିବାର ଅଭିଯୋଗ ଆଣି ବର୍ଷିଲେ।

author-image
Manoj Swain

ଏକାମ୍ର ପ୍ରକଳ୍ପର ଭୂମି ପୂଜନ ବେଳେ ରାଗିଗଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଡାକିଦେଇ ଚେୟାର ନଦେଇ ସରକାର ଅପମାନିତ କରିଥିବାର ଅଭିଯୋଗ ଆଣି ବର୍ଷିଲେ। କହିଲେ,  'ଉନ୍ନତି ମୂଳକ କାମ ପାଇଁ ଧନ୍ୟବାଦ। ହେଲେ ଏମିତି କରି ଅନ୍ୟାୟ କରିଛନ୍ତି । ଭୁବନେଶ୍ୱରରେ ୪ ବିଧାୟକ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖରେ କାହିଁକି ତିନୋଟି ଚେୟାର ପଡ଼ିଲା।' 

Advertisment
Sura Routray Odisha