ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ୯ଟି ସହରରେ ଗଡ଼ିବ ‘ମୋ ବସ୍’

୨୦୧୮ ନଭେମ୍ବର ୬ ତାରିଖରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଅଧୀନରେ ରାଜଧାନୀ ଭୁବନେଶ୍ୱରରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା

Mo Bus

ମୋ ବସ୍‌

Ordigital Desk
  • Published: Thursday, 18 May 2023
  • Updated: 18 May 2023, 08:42 PM IST

Sports

Latest News

 ରାଜ୍ୟର ଆଉ ୩ଟି ଜିଲ୍ଲା ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡ଼ା ସହରରେ ମିଳିବ ‘ମୋ ବସ୍‌’ ସେବା । ଏହି ୩ଟି ଜିଲ୍ଲାର ୯ଟି ସହରରେ ମୋ ବସ୍ ସେବା ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଉକ୍ତ ଜିଲ୍ଲାଗୁଡ଼ିକର ସହରାଂଚଳରେ ରହୁଥିବା ପ୍ରାୟ ୧୧.୬୧ଲକ୍ଷ ଲୋକଙ୍କୁ ପରିବହନ ସୁବିଧା ମିଳିପାରିବ । ମୋ ବସ୍ ସେବା ଏବେ କେବଳ ଖୋର୍ଦ୍ଧା(ଭୁବନେଶ୍ୱର ), କଟକ ,ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଉପଲବ୍ଧ ରହିଛି ।

Also Read

ଏ ସମ୍ପର୍କରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ କହିଛନ୍ତି ଯେ, ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ୯ଟି ସହରରେ ‘ମୋ ବସ୍‌’ ଚଳାଚଳ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛଡ଼୍‌ତି । ଏହାଫଳରେ ୯ଟି ସହର ଯଥା- ସମ୍ବଲପୁର-ଝାରସୁଗୁଡ଼ା-ବ୍ରଜରାଜନଗର-ବେଲପାହାଡ଼ କ୍ଲଷ୍ଟର, ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ- ଦିଗପହଣ୍ଡି କ୍ଲଷ୍ଟର ମଧ୍ୟରେ ମୋ ବସ୍ ସେବା ଉପଲବ୍ଧ ହେବ । ୨୦୧୮ ନଭେମ୍ବର ୬ ତାରିଖରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ) ଅଧୀନରେ ରାଜଧାନୀ ଭୁବନେଶ୍ୱରରେ ମୋ ବସ୍ ସେବା ଆରମ୍ଭ ହୋଇଥିଲା । ପରେ ଏହାକୁ କଟକ ଓ ପୁରୀକୁ ସମ୍ପ୍ରସାରିତ କରାଯାଇଥିଲା । ଏଥିରେ ୩୯୦ଟି ବସ୍ ସହିତ ଦିନକୁ ପ୍ରାୟ ୨.୩ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି । ଭୁବନେଶ୍ୱର ସହର ସମେତ କଟକ ଓ ପୁରୀ ସହରାଂଚଳରେ ସହରୀ ବସ୍ ସେବା ଯୋଗାଇବାକୁ କ୍ରୁଟକୁ ଅନୁମତି ମିଳିଛି ।

ସୂଚନାଯୋଗ୍ୟ, ହକି ବିଶ୍ୱକପ୍ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ୨୦୨୩ ଜାନୁୟାରୀ ମାସରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା-ବୀରମିତ୍ରପୁର-ରାଜଗାଙ୍ଗପୁର ମଧ୍ୟରେ ୧୦୦ଟି ବସ୍ ଚଳାଚଳ ଆରମ୍ଭ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story