Advertisment

ସୋର: ସିଜ୍ ମୋବାଇଲ୍ ଫୋନ୍ ନେବାକୁ ଥାନାରେ ଜେସି

ସୋର: ଟେଲି ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ସିଜ୍ ହୋଇଥିବା  ମୋବାଇଲ୍ ଫୋନ୍‌ ନେବାକୁ ଆଜି ଜେସି ଓରଫ୍ ପ୍ରଲିପ୍ତା ପ୍ରିୟଦର୍ଶିନୀ ସାମଲ ଶନିବାର ସୋର ଥାନାକୁ ଆସିଥିଲେ। ସେ ତାଙ୍କ ମା’ କବିତା ସାମଲଙ୍କ ସହିତ ଆସିଥିଲେ। ସେ ଥାନାରେ ପ୍ରାୟ ୧୦ ମିନିଟ୍‌ ରହିଥିଲେ। ପରେ ସିଜ୍‌ ହୋଇଥିବା ମୋବାଇଲ୍ ନେଇ ଜେସି ଫେରି ଯାଇଥିଲେ। ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଗିରଫ ହୋଇ ଜେଲରେ କିଛି ଦିନ ରହିଥିଲେ ଜେସି। ସେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସୋର: ସିଜ୍ ମୋବାଇଲ୍ ଫୋନ୍ ନେବାକୁ ଥାନାରେ ଜେସି

jesi

ସୋର: ଟେଲି ଅଭିନେତା ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ସିଜ୍ ହୋଇଥିବା  ମୋବାଇଲ୍ ଫୋନ୍‌ ନେବାକୁ ଆଜି ଜେସି ଓରଫ୍ ପ୍ରଲିପ୍ତା ପ୍ରିୟଦର୍ଶିନୀ ସାମଲ ଶନିବାର ସୋର ଥାନାକୁ ଆସିଥିଲେ। ସେ ତାଙ୍କ ମା’ କବିତା ସାମଲଙ୍କ ସହିତ ଆସିଥିଲେ। ସେ ଥାନାରେ ପ୍ରାୟ ୧୦ ମିନିଟ୍‌ ରହିଥିଲେ। ପରେ ସିଜ୍‌ ହୋଇଥିବା ମୋବାଇଲ୍ ନେଇ ଜେସି ଫେରି ଯାଇଥିଲେ।

Advertisment

ରାଜା ପଟ୍ଟନାୟକ ମୃତ୍ୟୁ ମାମଲାରେ ଗିରଫ ହୋଇ ଜେଲରେ କିଛି ଦିନ ରହିଥିଲେ ଜେସି। ସେ ଏବେ ଜାମିନ୍‌ରେ ଅଛନ୍ତି।