Advertisment

ଭବାନୀ ମଲରେ ମିଛି ମିଛିକା ନିଆଁ: ଲିଭେଇବାର କୌଶଳ ଦେଖାଇଲେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ମଲ୍, ଡାକ୍ତରଖାନା ଓ ଅନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା କୋଠାରେ  ଅଗ୍ନିକାଣ୍ଡ ଘଟିଲେ ତୁରନ୍ତ ନିୟନ୍ତ୍ରଣ କରାଯିବ। ଏହା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ନିଆଯିବ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ ଡ୍ରିଲ୍‌ କରାଯାଇଛି।

ଏହି କ୍ରମରେ ଆଜି ଭୁବନେଶ୍ୱରର ବିଏମସି ଭବାନୀ ମଲରେ ଅଗ୍ନିଶମ କର୍ମଚାରୀ ମକ୍ ଡ୍ରିଲ୍ କରିଛନ୍ତି।  ଏଥିରେ ନିଆଁ ଲିଭାଇବାର କୌଶଳ ଓ ଅଗ୍ନି ବିପନ୍ନଙ୍କୁ ଉଦ୍ଧାର ଶୈଳୀ ପ୍ରଦର୍ଶିତ ହୋଇଥିଲା।  ଅଗ୍ନିଶମ କର୍ମଚାରୀ ଓ ବିଏମସି ଭବାନୀ ମଲର କର୍ମଚାରୀମାନେ ଏଥିରେ ଭାଗ ନେଇଥିଲେ।

ରାଜଧାନୀରେ ବିଭିନ୍ନ ସମୟରେ ବିଭିନ୍ନ ମଲ୍, ଡାକ୍ତରଖାନା ଓ ଅନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ନିଆଁ ଲାଗିଯାଉଛି। ଏହା ଅଗ୍ନିଶମ ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇଯାଇଛି। ସେଥିପାଇଁ ଅଗ୍ନିଶମ କର୍ମଚାରୀ ମକ୍‌ ଡ୍ରିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe