/odisha-reporter/media/post_attachments/uploads/2016/06/helicopter.jpg)
helicopter
ବାଲେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଏମ୍ସ ପଡ଼ିଆରେ ସଭା ପରେ ମୋଦିଙ୍କ ସହିତ ଆସିଥିବା ୪ ଜଣ ଅଧିକାରୀଙ୍କୁ ଛାଡ଼ି ପଳାଇଥିଲା ବାୟୁସେନାର ଏକ ହେଲିକପ୍ଟର। ଅବଶ୍ୟ ପରେ କଲେଇକୁଣ୍ଡା ଏୟାରବେସ୍ରୁ ଏକ ହେଲିକେପ୍ଟର ପୁଣି ସଭାସ୍ଥଳକୁ ଫେରିଥିଲା ଓ ଏହି ଚାରି ଅଧିକାରୀଙ୍କୁ ନେଇ ଫେରିଥିଲା।
Advertisment
ପ୍ରଧାନମନ୍ତ୍ରୀ ‘ଚପର୍ କେଡ୍’ରେ ତିନିଟି ହେଲିକପ୍ଟର ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
