ମୋଦିଙ୍କ ସହିତ ଆସିଥିବା ୪ ଅଧିକାରୀଙ୍କୁ ଛାଡ଼ି ପଳାଇଲା ବାୟୁସେନା ହେଲିକପ୍ଟର

ବାଲେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଏମ୍ସ ପଡ଼ିଆରେ ସଭା ପରେ ମୋଦିଙ୍କ ସହିତ ଆସିଥିବା ୪ ଜଣ ଅଧିକାରୀଙ୍କୁ ଛାଡ଼ି ପଳାଇଥିଲା ବାୟୁସେନାର ଏକ ହେଲିକପ୍ଟର। ଅବଶ୍ୟ ପରେ କଲେଇକୁଣ୍ଡା ଏୟାରବେସ୍‌ରୁ ଏକ ହେଲିକେପ୍ଟର ପୁଣି ସଭାସ୍ଥଳକୁ ଫେରିଥିଲା ଓ ଏହି ଚାରି ଅଧିକାରୀଙ୍କୁ ନେଇ ଫେରିଥିଲା। ପ୍ରଧାନମନ୍ତ୍ରୀ ‘ଚପର୍ କେଡ୍’ରେ ତିନିଟି ହେଲିକପ୍ଟର ଥିଲେ।

helicopter

Rakesh Mallick
  • Published: Thursday, 02 June 2016
  • , Updated: 02 June 2016, 11:04 AM IST

ବାଲେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଏମ୍ସ ପଡ଼ିଆରେ ସଭା ପରେ ମୋଦିଙ୍କ ସହିତ ଆସିଥିବା ୪ ଜଣ ଅଧିକାରୀଙ୍କୁ ଛାଡ଼ି ପଳାଇଥିଲା ବାୟୁସେନାର ଏକ ହେଲିକପ୍ଟର। ଅବଶ୍ୟ ପରେ କଲେଇକୁଣ୍ଡା ଏୟାରବେସ୍‌ରୁ ଏକ ହେଲିକେପ୍ଟର ପୁଣି ସଭାସ୍ଥଳକୁ ଫେରିଥିଲା ଓ ଏହି ଚାରି ଅଧିକାରୀଙ୍କୁ ନେଇ ଫେରିଥିଲା।

ପ୍ରଧାନମନ୍ତ୍ରୀ ‘ଚପର୍ କେଡ୍’ରେ ତିନିଟି ହେଲିକପ୍ଟର ଥିଲେ।

Related story