Advertisment

ମୋଦିଙ୍କୁ ଭାବବିହ୍ୱଳ କରିଥିଲା କନଷ୍ଟେବଳଙ୍କ କଥା

ସେଦିନ ଏନଡିଆରଏଫ ଟିମର କନଷ୍ଟେବଳ ଭୀମ କୁମାରଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଡ଼ ବଡ଼ ଅଧିକାରୀଙ୍କୁ କିଛି ପଚାରି ବୁଝିବା ପୂର୍ବରୁ ପ୍ରଥମେ ଉଦ୍ଧାର ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭୀମ କୁମାର ଏମିତି କଣ କହିଲେ ଯେ, କିଛି ସମୟ ପାଇଁ ଭାବ ବିହ୍ୱଳ ହୋଇପଡ଼ିଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ଆଜି ଗଣାମାଧ୍ୟମରେ ପ୍ରତିକ୍ରିୟା ଦେବା ସମୟରେ ଭୀମ କୁମାର କହିଛନ୍ତି, ଦେଶରେ ଏମିତି ହିଁ ପ୍ରଧାନମନ୍ତ୍ରୀ ରହିବା କଥା। ତେବେ ପୂରା ଘଟଣା କଣ ଥିଲା ଆସନ୍ତୁ ଜାଣିବା।

Odisha Narendra Modi Train Accident Train Tragedy Coromandel Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe