Advertisment

ମୋଦି ଧରିବେ ନେହରୁଙ୍କ ଶାସନ ଦଣ୍ଡ!

ନୂଆ ସଂସଦରେ ସ୍ଥାପିତ ହେବ ରାଜଦଣ୍ଡ ବା ସେନଗୋଲ୍। ତାମିଲନାଡୁର ପାରଂପାରିକ ବିଦ୍ୱାନ ମୋଦିଙ୍କୁ କରିବେ ହସ୍ତାନ୍ତର। କ୍ଷମତା ହସ୍ତାନ୍ତରଣ ବେଳେ ଇଂରେଜ ନେହେରୁଙ୍କୁ ଦେଇଥିଲେ ଏହି ଶାସନ ଦଣ୍ଡ। ଆଲ୍ଲାହାବାଦ୍ ମ୍ୟୁଜିୟମରେ ରହିଥିଲା ଏହି ଦଣ୍ଡ। ନୂଆ ସଂସଦରେ ଆରମ୍ଭ ହେବ ପୁରୁଣା ପରମ୍ପରା।

author-image
Debendra Prusty
ଅଦ୍ୟତନ ହୋଇଛି

ନୂଆ ସଂସଦରେ ସ୍ଥାପିତ ହେବ ରାଜଦଣ୍ଡ ବା ସେନଗୋଲ୍। ତାମିଲନାଡୁର ପାରଂପାରିକ ବିଦ୍ୱାନ ମୋଦିଙ୍କୁ କରିବେ ହସ୍ତାନ୍ତର। କ୍ଷମତା ହସ୍ତାନ୍ତରଣ ବେଳେ ଇଂରେଜ ନେହେରୁଙ୍କୁ ଦେଇଥିଲେ ଏହି ଶାସନ ଦଣ୍ଡ। ଆଲ୍ଲାହାବାଦ୍ ମ୍ୟୁଜିୟମରେ ରହିଥିଲା ଏହି ଦଣ୍ଡ। ନୂଆ ସଂସଦରେ ଆରମ୍ଭ ହେବ ପୁରୁଣା ପରମ୍ପରା। 

Advertisment
Jawaharlal Nehru New Parliament Building Narendra Modi