ଅଦ୍ୟତନ ହୋଇଛି
ମୋଦି ଧରିବେ ନେହେରୁ ସୁନା ଦଣ୍ଡ! | Odisha Reporter
Advertisment
ନୂଆ ସଂସଦରେ ସ୍ଥାପିତ ହେବ ରାଜଦଣ୍ଡ ବା ସେନଗୋଲ୍। ତାମିଲନାଡୁର ପାରଂପାରିକ ବିଦ୍ୱାନ ମୋଦିଙ୍କୁ କରିବେ ହସ୍ତାନ୍ତର। କ୍ଷମତା ହସ୍ତାନ୍ତରଣ ବେଳେ ଇଂରେଜ ନେହେରୁଙ୍କୁ ଦେଇଥିଲେ ଏହି ଶାସନ ଦଣ୍ଡ। ଆଲ୍ଲାହାବାଦ୍ ମ୍ୟୁଜିୟମରେ ରହିଥିଲା ଏହି ଦଣ୍ଡ। ନୂଆ ସଂସଦରେ ଆରମ୍ଭ ହେବ ପୁରୁଣା ପରମ୍ପରା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us