ପାହାଡ ଉପରେ ଚାଲିଛି ଜନସେବା କେନ୍ଦ୍ର। ନେଟୱର୍କ ନ ଥିବାରୁ ବିଭିନ୍ନ ସେବା ପାଇଁ ହନ୍ତସନ୍ତ ହେଉଛନ୍ତି ଦୁର୍ଗମ ଅଞ୍ଚଳ ଲୋକେ। ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଅନୁଗୁର ପଞ୍ଚାୟତର ଦୃଶ୍ୟ। ବ୍ୟାଙ୍କିଙ୍ଗ ସେବା ସମେତ ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ମନରେଗା ଯୋଜନାରେ ଆସୁଥିବା ଟଙ୍କା ଉଠାଣ, ମୋବାଇଲ୍ ଓ ଟିଭି ରିଚାର୍ଜ ଭଳି ସେବା ପାଇବା ପାଇଁ ୧ କିଲୋମିଟର ପାହାଡ଼ ଚଢ଼ିବାକୁ ପଡୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Odisha
‘ପାଣ୍ଡିଆନଙ୍କୁ ଦେଖିବାକୁ ଆସି ଧକ୍କା ଖାଇଲେ’
୫-ଟିt ସଚିବ ଭିକେ ପାଣ୍ଡିଆନ କେନ୍ଦ୍ରାପଡ଼ା ଗସ୍ତରେ ରହିଥିବା ବେଳେ ତାଙ୍କୁ ଦେଖିବାକୁ ଜମିଥିଲା ଲୋକଙ୍କ ଭିଡ଼। ଏତିକିବେଳେ ଏସଏଚଜି ଗ୍ରୁପର ମହିଳାମାନେ ମଧ୍ୟ ପାଣ୍ଡିଆନଙ୍କୁ ଦେଖିବାକୁ ଆସିଥିବା ବେଳେ ସେମାନଙ୍କ ସହ ଦୁର୍ବ୍ୟବହାର କରାଯାଇଥିବାର ଅଭିଯୋଗ ହୋଇଛି।

Politics
'ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଆସୁଛନ୍ତି, ତାଙ୍କୁ କୁହ'
କେନ୍ଦ୍ରାପଡ଼ା: ନିଜ ଅଞ୍ଚଳରେ ଆଜି ହଟହଟା ହୋଇଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ଲୋକେ ତାଙ୍କ ନିକଟରେ ବିଭିନ୍ନ ଦାବି ରଖିଥିବା ବେଳେ ମନ୍ତ୍ରୀ କିଭଳି ଅସହାୟ ହୋଇଡ଼ିଥିବା ଭଳି ବ୍ୟବହାର ଆପଣାଉଛନ୍ତି ଦେଖନ୍ତୁ।

Odisha
ରାହା ଖୋଜୁଛନ୍ତି ପ୍ରଶାନ୍ତ
ଅଚଳ ହୋଇପଡିଛି ଶରୀର। ବର୍ଷ ବର୍ଷ ହେଲା ଘରର ଚାରି କାନ୍ଥ ଭିତରେ ଶୋଇ ରହୁଛନ୍ତି ସେ। ମେରୁଦଣ୍ଡ ସମସ୍ୟା ଯୋଗୁଁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଯାଜପୁରର ରସୁଲପୁର ବ୍ଲକ ମଠସାହି ଗାଁର ପ୍ରଶାନ୍ତ କୁମାର ଦାସ।

Odisha
ରୋଗୀଣା ସ୍ୱାମୀକୁ ବୋହି କେତେ ଆଉ ଚାଲିବି !
ସ୍ୱାମୀର ମୁଣ୍ଡକୁ ସ୍ତ୍ରୀ ଆଉଁସି ପକାଉଛି ,ଗୋଡ ହାତ ସବୁ ଘଷି ଦେଉଛି। ନିଜ ହାତରେ ସାହାରା ଦେଇ ସ୍ୱାମୀଙ୍କୁ ବାଟ ଦେଖାଉଛି। ଜୀବନ କେତେବେଳ କାହା ପାଇଁ କେମିତି କୌଣସି ପରିସ୍ଥିତିରେ କଣ ଘଟିବ ତାହା କେହି କହିପାରିବେ ନାହିଁ।