ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ପ୍ରଥମ ଥର ଗୃହ ପରିଚାଳନା କରିବେ ବାଚସ୍ପତି ଆରୁଖ  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା  ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ବାଚସ୍ପତି ହେବା ପରେ ଆସନ୍ତା ଅଧିବେଶନରେ ପ୍ରଥମ ଥର ଲାଗି ଗୃହ ପରିଚାଳନା କରିବେ ବିକ୍ରମ କେଶରୀ ଆରୁଖ  । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସମସ୍ତ ଦଳର ସଦସ୍ୟଙ୍କ ସହ ଆଲୋଚନା କରିବେ ବାଚସ୍ପତି । ବାଚସ୍ପତି ବିକ୍ରମ […]

assembly

assembly

Niharika Rout
  • Published: Wednesday, 29 June 2022
  • Updated: 29 June 2022, 05:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁଲାଇ ୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା  ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ । ବାଚସ୍ପତି ହେବା ପରେ ଆସନ୍ତା ଅଧିବେଶନରେ ପ୍ରଥମ ଥର ଲାଗି ଗୃହ ପରିଚାଳନା କରିବେ ବିକ୍ରମ କେଶରୀ ଆରୁଖ  ।

ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସମସ୍ତ ଦଳର ସଦସ୍ୟଙ୍କ ସହ ଆଲୋଚନା କରିବେ ବାଚସ୍ପତି । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ସବୁ ଦଳର ନେତା ଯୋଗଦେବେ

ଅଧିବେଶନର ପ୍ରଥମ ଦିନ ଅର୍ଥାତ ଜୁଲାଇ ୨ରେ ହିଁ ବଜେଟ୍ ଉପସ୍ଥାପନ ହେବ । ଏହା ପରେ ୫ ଓ ୬ ତାରିଖରେ ଏହାକୁ ନେଇ ଗୃହରେ ହେବ ଆଲୋଚନା ।  ବିଭିନ୍ନ ପ୍ରସଙ୍ଗରେ ଏଥର ଗୃହ ସରଗରମ ରହିପାରେ ।  ଉଭୟ ଶାସକ ଓ ବିରୋଧୀଙ୍କୁ ନେଇ ବାଚସ୍ପତି କିପରି ସୁରୁଖୁରୁରେ ଗୃହ ଚଳାଇବେ, ତା ଉପରେ ସମସ୍ତଙ୍କ ନଜର ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story