Advertisment

ମୋକ୍କିମ ଖେଳିଲେ, ଦେବାଶିଷ ତାତିଲେ

ପୁଣି ପଦାରେ ପଡ଼ିଲା କଟକ ବିଜେଡି କଳି। ଗୋଟିଏ ପଟେ ସିଏମସି ମେୟର ସୁବାସ ସିଂହ ଅନ୍ୟପଟେ ଦେବାଶିଷ ସାମନ୍ତରାୟ। କେହି କାହା ମୁହଁ ଦେଖିବାକୁ ଚାହୁଁ ନାହାନ୍ତି କି? ରଜରେ ଦୋଳି ଖେଳକୁ ନେଇ ସୁଵାଷଙ୍କୁ କଟାକ୍ଷ କରିଛନ୍ତି କଟକ ବିଜେଡି ଜିଳ୍ଲା ସଭାପତି ଦେବାଶିଷ ସାମନ୍ତରାୟ। ରଜରେ ସିଏମସି ଅଫିସରେ ଵିଧାୟକ ମହମ୍ମଦ ମୋକିମ ଓ ସୁଵାସ ସିଂହ ଦୋଳି ଖେଳିବାକୁ ନେଇ ତେରଛା ଵାଣ ମାରିଛନ୍ତି।

author-image
Debendra Prusty

BjD Odisha Congress Cmc Raja Festival