Advertisment

ଯେତେ ଦୁର୍ନୀତି, ସେତେ ପ୍ରୀତି!

ବିଶ୍ୱରଂଜନ ମହାନ୍ତି। ଦୁଇ ମାସ ତଳେ ରାଜ୍ୟର ୧୫ଟି ଶୀର୍ଷ ସମବାୟ ସମିତି ନିର୍ବାଚନରେ ଜିତିଥିବା ସଭାପତି ବା ଅଧ୍ୟକ୍ଷଙ୍କ ଭିତରେ ଅଛନ୍ତି ଏହି ବ୍ୟକ୍ତି। ଏ ହେଉଛନ୍ତି ଓଡ଼ିଶା କୋଅପରେଟିଭ ହାଉସିଂ କର୍ପୋରେସନ୍ ଲିମିଟେଡ ବା ଓସିଏଚସିର ଅଧ୍ୟକ୍ଷ ବିଶ୍ୱରଂଜନ ମହାନ୍ତି। ନିକଟରେ ଓମଫେଡ, ଓପୋଲଫେଡ୍ ଓ ଓସିଏଚସି ଭଳି ୧୫ଟି ଶୀର୍ଷ ସମବାୟ ସମିତିର ଅଧ୍ୟକ୍ଷ ପଦ ପୋଛି ନେଇଥିଲେ ବିଜେଡି ସମର୍ଥିତ ପ୍ରାର୍ଥୀ। ଆଉ ତା’ ଭିତରେ ଓସିଏଚସିର ଅଧ୍ୟକ୍ଷ ଭାବେ ଜିତିଥିଲେ ଅନେକ ଅପରାଧିକ ମାମଲାରେ ଜଡ଼ିତ ବିଶ୍ୱରଂଜନ ମହାନ୍ତି।

Odisha BjD Naveen Patnaik Scam OCHC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe