/odisha-reporter/media/post_attachments/uploads/2019/02/hack-1.jpg)
hack
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଏକାଧିକ ୱେବସାଇଟ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ପ୍ରଶାସନିକ ସେବା (ଆସୋସିଏଏସ୍ଏନ୍), ଶ୍ରୀମନ୍ଦିର ଦଇତାପତି ନିଯୋଗ, ଏକାଧିକ ସରକାରୀ ଅଫିସ୍ ଓ ସରକାରୀ କଲେଜର ୱେବସାଇଟ୍ ଡ୍ୟାକ୍ କରାଯାଇଛି।
Advertisment
ୱେବସାଇଟ୍ ଗୁଡ଼ିକର ହୋମ୍ପେଜ୍ରେ ‘ମ୍ୟାଡ୍ ଟାଇଗର’ ଲେଖା ହୋଇଛି।
କାହିଁକି ଓ କିଏ ଏପରି ୱେବସାଇଟ୍ ହ୍ୟାକ୍ କରିଛି ସେ ନେଇ କିଛି ଜଣାପଡ଼ିନି। ପ୍ରଶାସନ ତରଫରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
