୫୦ରୁ ଅଧିକ ୱେବସାଇଟ୍‌ ହ୍ୟାକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଏକାଧିକ ୱେବସାଇଟ୍‌ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ପ୍ରଶାସନିକ ସେବା (ଆସୋସିଏଏସ୍ଏନ୍), ଶ୍ରୀମନ୍ଦିର ଦଇତାପତି ନିଯୋଗ, ଏକାଧିକ ସରକାରୀ ଅଫିସ୍‌ ଓ ସରକାରୀ କଲେଜର ୱେବସାଇଟ୍‌ ଡ୍ୟାକ୍‌ କରାଯାଇଛି। ୱେବସାଇଟ୍ ଗୁଡ଼ିକର ହୋମ୍‌ପେଜ୍‌ରେ ‘ମ୍ୟାଡ୍ ଟାଇଗର’ ଲେଖା ହୋଇଛି। କାହିଁକି ଓ କିଏ ଏପରି ୱେବସାଇଟ୍‌ ହ୍ୟାକ୍ କରିଛି ସେ ନେଇ କିଛି ଜଣାପଡ଼ିନି। ପ୍ରଶାସନ ତରଫରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

hack

Rakesh Mallick
  • Published: Saturday, 23 February 2019
  • , Updated: 23 February 2019, 12:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଏକାଧିକ ୱେବସାଇଟ୍‌ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ପ୍ରଶାସନିକ ସେବା (ଆସୋସିଏଏସ୍ଏନ୍), ଶ୍ରୀମନ୍ଦିର ଦଇତାପତି ନିଯୋଗ, ଏକାଧିକ ସରକାରୀ ଅଫିସ୍‌ ଓ ସରକାରୀ କଲେଜର ୱେବସାଇଟ୍‌ ଡ୍ୟାକ୍‌ କରାଯାଇଛି।

ୱେବସାଇଟ୍ ଗୁଡ଼ିକର ହୋମ୍‌ପେଜ୍‌ରେ ‘ମ୍ୟାଡ୍ ଟାଇଗର’ ଲେଖା ହୋଇଛି।

କାହିଁକି ଓ କିଏ ଏପରି ୱେବସାଇଟ୍‌ ହ୍ୟାକ୍ କରିଛି ସେ ନେଇ କିଛି ଜଣାପଡ଼ିନି। ପ୍ରଶାସନ ତରଫରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

Related story