୫୦ରୁ ଅଧିକ ୱେବସାଇଟ୍ ହ୍ୟାକ୍
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଏକାଧିକ ୱେବସାଇଟ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ପ୍ରଶାସନିକ ସେବା (ଆସୋସିଏଏସ୍ଏନ୍), ଶ୍ରୀମନ୍ଦିର ଦଇତାପତି ନିଯୋଗ, ଏକାଧିକ ସରକାରୀ ଅଫିସ୍ ଓ ସରକାରୀ କଲେଜର ୱେବସାଇଟ୍ ଡ୍ୟାକ୍ କରାଯାଇଛି। ୱେବସାଇଟ୍ ଗୁଡ଼ିକର ହୋମ୍ପେଜ୍ରେ ‘ମ୍ୟାଡ୍ ଟାଇଗର’ ଲେଖା ହୋଇଛି। କାହିଁକି ଓ କିଏ ଏପରି ୱେବସାଇଟ୍ ହ୍ୟାକ୍ କରିଛି ସେ ନେଇ କିଛି ଜଣାପଡ଼ିନି। ପ୍ରଶାସନ ତରଫରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ।
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଏକାଧିକ ୱେବସାଇଟ୍ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି। ଓଡ଼ିଶା ପ୍ରଶାସନିକ ସେବା (ଆସୋସିଏଏସ୍ଏନ୍), ଶ୍ରୀମନ୍ଦିର ଦଇତାପତି ନିଯୋଗ, ଏକାଧିକ ସରକାରୀ ଅଫିସ୍ ଓ ସରକାରୀ କଲେଜର ୱେବସାଇଟ୍ ଡ୍ୟାକ୍ କରାଯାଇଛି।
ୱେବସାଇଟ୍ ଗୁଡ଼ିକର ହୋମ୍ପେଜ୍ରେ ‘ମ୍ୟାଡ୍ ଟାଇଗର’ ଲେଖା ହୋଇଛି।
କାହିଁକି ଓ କିଏ ଏପରି ୱେବସାଇଟ୍ ହ୍ୟାକ୍ କରିଛି ସେ ନେଇ କିଛି ଜଣାପଡ଼ିନି। ପ୍ରଶାସନ ତରଫରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନାହିଁ।