ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ଅଛନ୍ତି

  • Published: Thursday, 01 June 2023
  • , Updated: 01 June 2023, 05:37 PM IST

ବିଜେଡିରେ ଶହେରୁ ଊର୍ଦ୍ଧ୍ୱ ବିଭୀଷଣ ଅଛନ୍ତି। ଯେଉଁମାନେ ରାବଣରାଜ ଶେଷ କରିବାକୁ ଚାହୁଁଛନ୍ତି, ସେମାନେ ବିଜେପି ସହ ଅଛନ୍ତି। ଆଜି ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ତେବେ କିଏ ସେହି ବିଭୀଷଣ ସେନେଇ କିଛି କହି ନାହାନ୍ତି ହରିଚନ୍ଦନ।

Related story