Advertisment

ମା ଦୁନିଆର ସବୁଠୁ ବଡ଼ ଯୋଦ୍ଧା

ମା ହିଁ ଦୁନିଆର ସବୁଠୁ ବଡ଼ ଯୋଦ୍ଧା। କ୍ୟାମେରା ସାମ୍ନାରେ କୁହାଯାଇଥିବା ଏଇ କେଇ ପଦ କଥାର ମହତ୍ତ୍ବ କେତେ ସେ କଥା ସମସ୍ତେ ଜାଣନ୍ତି। ଯେତେ ବିପଦ ଆସୁ, ଯେତେ କଷଣ ପଡୁନା କାହିଁକି।

Advertisment

ମା ହିଁ ଦୁନିଆର ସବୁଠୁ ବଡ଼ ଯୋଦ୍ଧା। କ୍ୟାମେରା ସାମ୍ନାରେ କୁହାଯାଇଥିବା ଏଇ କେଇ ପଦ କଥାର ମହତ୍ତ୍ବ କେତେ ସେ କଥା ସମସ୍ତେ ଜାଣନ୍ତି। ଯେତେ ବିପଦ ଆସୁ, ଯେତେ କଷଣ ପଡୁନା କାହିଁକି। ମାଆର ପଣତ ମୁଣ୍ଡ ଉପରେ ଥିଲେ ପିଲା ସୁରକ୍ଷିତ ରୁହେ। ପାଖରେ ମାଆ ଅଛି ମାନେ ପିଲା ଭୋକରେ ଶୁଏନି। ସାଥିରେ ମାଆର ଆଶୀର୍ବାଦ ଅଛି ମାନେ ପ୍ରତିଟି ଯୁଦ୍ଧ ଜିତି ହୋଇଯାଏ, ପ୍ରତିଟି ପ୍ରତିଯୋଗିତା ସହଜ ଲାଗେ। ପିଲା ପାଖରେ ଥିଲେ ମାଆ ବି ଖୁସି ଖୁସିରେ ଦୁନିଆ ସହ ଲଢ଼ିଯାଏ।

Advertisment
Odisha Poverty Handicapped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe