11 ଛୁଆର ମା\'କୁ ଗ୍ରହଣ କଲା ସ୍ୱାମୀ | Keonjhar Husband Wife Misunderstanding | Odisha Reporter
Advertisment
ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବାରୁ ପତ୍ନୀଙ୍କୁ ଘରୁ ବାହାର କରିଦେଇଥିଲେ ରବି ଯେଉଁ ଖବର ୨ ଦିନ ତଳେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶେଷରେ ବହୁ ବୁଝାସୁଝା ପରେ ପତ୍ନୀ ଜାନକୀଙ୍କୁ ଘରକୁ ଫେରାଇ ନେଲେ। ଏବେ ସ୍ୱାମୀ ଓ ସ୍ତ୍ରୀ ପିଲାମାନଙ୍କ ସହ ନିଜ ସ୍ୱର୍ଗର କୁଡ଼ିଆରେ ରହୁଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us