Advertisment

୮ ଶହ ଟଙ୍କାରେ ମାଆ ବିକ୍ରି କଲା ମମତା

ଏପରି ଏକ ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମହୁଲିଆ ଗାଁରେ ଘଟିଛି।

author-image
Manoj Swain

ଟଙ୍କା ପାଇଁ ମା’ ପାଲଟିଲା ପିଶାଚ। ଯାହାକୁ ଦୁନିଆର ଆଲୋକ ଦେଖାଇଥିଲା, ନିଜ ଗର୍ଭରୁ ଜନ୍ମ ଦେଇଥିଲା ସେହି ନବଜାତ ଝିଅକୁ ସାମାନ୍ୟ କେତେଟା ଟଙ୍କା ପାଇଁ ଅନ୍ୟ ହାତକୁ ଟେକିଦେଲା। ମାତ୍ର ୮୦୦ଟଙ୍କା ପାଇଁ ଜନ୍ମର କିଛି ଦିନ ପରେ କଅଁଳ ଛୁଆଟିକୁ ବିକ୍ରି କରିଦେଲା ମା’। 

Advertisment
Odisha