ଟଙ୍କା ପାଇଁ ମା’ ପାଲଟିଲା ପିଶାଚ। ଯାହାକୁ ଦୁନିଆର ଆଲୋକ ଦେଖାଇଥିଲା, ନିଜ ଗର୍ଭରୁ ଜନ୍ମ ଦେଇଥିଲା ସେହି ନବଜାତ ଝିଅକୁ ସାମାନ୍ୟ କେତେଟା ଟଙ୍କା ପାଇଁ ଅନ୍ୟ ହାତକୁ ଟେକିଦେଲା। ମାତ୍ର ୮୦୦ଟଙ୍କା ପାଇଁ ଜନ୍ମର କିଛି ଦିନ ପରେ କଅଁଳ ଛୁଆଟିକୁ ବିକ୍ରି କରିଦେଲା ମା’।