Advertisment

ବବି ଆସିଲେ ସଭା ଭାଙ୍ଗିଲା

ନା ଦେଇଥିଲେ ସର୍ବଧର୍ମ ସଭା ହେଲେ କରିଦେଲେ ତାକୁ ପଲଟିକାଲ ସଭା। ସଭାରେ ଭାଷଣ ଦେବାକୁ ପହଞ୍ଚିଗଲେ ରବି ଜେନାଙ୍କଠାରୁ ଆରମ୍ଭ କରି ବବି ଦାସଙ୍କ ଯାଏଁ ଅନେକ ବିଜେଡି ନେତା। ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ସଭାରେ ପହଞ୍ଚୁ ପହଞ୍ଚୁ ହୋଇଗଲା ପାଓ୍ବାର କଟ୍। ସଭାରେ ନଥିଲେ ସିଙ୍ଗାପୁର ଫେରନ୍ତା ସୋର ବିଧାୟକ ପର୍ଶୁରାମ ଧଡ଼ା। ନେତାଙ୍କୁ ଡାକି ମାଇଲେଜ ନେବାକୁ ଚେଷ୍ଟା କରିଥିଲେ ଟିକେଟ୍ ଆଶାୟୀ ଶରତ ରାଜ! ସଭା ଆୟୋଜନ ହୋଇଥିଲା ଗୋଟିଏ ଉଦ୍ଦେଶ୍ୟରେ, ହେଲେ ପ୍ରସଙ୍ଗ ହେଲା ଆଉ ଗୋଟିଏ।

Train Accident BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe