Advertisment

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମାଲେସିଆ ଜେଲରୁ ଘରକୁ ଫେରିଲେ ଅଜୟ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସାଂସଦ ତଥା ବରିଷ୍ଠ ବିଜେଡି ନେତା ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁଁ ମାଲେସିଆରେ ଫସିଥିବା ଅଜୟ ବେହେରା ଘରକୁ ଫେରିଛନ୍ତି। ଅଜୟଙ୍କ ଘର ଆଳି ଥାନା ଅନ୍ତର୍ଗତ ନାଗପଡ଼ା ଗାଁରେ। ଅଜୟ ଘରେ ପହଞ୍ଚିବା ପରେ ପରିବାର ତଥା ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଅଜୟ ମାଲେସିଆରେ ଏକ ହୋଟଲରେ କାମ କରୁଥିଲେ। ସେଠାରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଫଳରେ ସେ ଉକ୍ତ ଚାକିରି ଛାଡି ଦେଇଥିଲେ। ହୋଟେଲ ଛାଡିବା […]

author-image
Rakesh Mallick
ଅଦ୍ୟତନ ହୋଇଛି
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମାଲେସିଆ ଜେଲରୁ ଘରକୁ ଫେରିଲେ ଅଜୟ

ajaya-behera

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସାଂସଦ ତଥା ବରିଷ୍ଠ ବିଜେଡି ନେତା ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁଁ ମାଲେସିଆରେ ଫସିଥିବା ଅଜୟ ବେହେରା ଘରକୁ ଫେରିଛନ୍ତି। ଅଜୟଙ୍କ ଘର ଆଳି ଥାନା ଅନ୍ତର୍ଗତ ନାଗପଡ଼ା ଗାଁରେ। ଅଜୟ ଘରେ ପହଞ୍ଚିବା ପରେ ପରିବାର ତଥା ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି।

Advertisment

ଅଜୟ ମାଲେସିଆରେ ଏକ ହୋଟଲରେ କାମ କରୁଥିଲେ। ସେଠାରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଫଳରେ ସେ ଉକ୍ତ ଚାକିରି ଛାଡି ଦେଇଥିଲେ। ହୋଟେଲ ଛାଡିବା ପରେ ମାଲେସିଆ ପୋଲିସ ତାଙ୍କୁ ଗିରଫ କରି ଜେଲରେ ରଖିଥିଲା। ଏ ନେଇ ତାଙ୍କ ପରିବାର ଲୋକେ ସାଂସଦ ପଣ୍ଡାଙ୍କୁ ଦେଖାକରି ଅଜୟଙ୍କୁ ଫେରାଇ ଆଣିବାକୁ ନିବେଦନ କରିଥିଲେ।