ଅଦ୍ୟତନ ହୋଇଛି
puri
Advertisment
ପୁରୀ (ଓଡ଼ିଶା ରିପୋର୍ଟର): ମୁମ୍ବାଇର ଘରୋଇ ସଂସ୍ଥା MBCCର ଇଞ୍ଜିନିୟର ଓ ଆରକ୍ୟୋଲୋଜିଷ୍ଟ ବିଭାଗର ଏକ ଟିମ୍ ଶ୍ରୀମନ୍ଦିର ଗସ୍ତ କରି ମନ୍ଦିର ପରିସର ବୁଲି ଦେଖିଛନ୍ତି। ଶ୍ରୀମନ୍ଦିର ପରିସର ବୁଲି ଦେଖିବା ସହ ଏହାର ସୌନ୍ଦଯ୍ୟକରଣ କିପରି କରାଯିବ ସେ ନେଇ ଟିମ ଅନୁଧ୍ୟାନ କରିଛି । ଶ୍ରୀମନ୍ଦିର ପରିସରରେ ସ୍ଵଚ୍ଛତା ଏବଂ ଆନୁସାଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଏହି ଟିମ ସର୍ଭେ କରିଛନ୍ତି।
Advertisment
MBCCର ଏମଡି ଜେ.କେ ଦାସଙ୍କ ନେତୃତ୍ୱରେ ଏହି ଟିମ ଶ୍ରୀମନ୍ଦିର ଗସ୍ତ କରିଥିଲେ। ବାଇସି ପାହାଚର ମରାମତି ସହ ୮ଟି ଦ୍ୱାରକୁ ରୁପା ଛାଉଣୀ କରିବା ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ଗତ କାଲି ସ୍ଥିତି ଅନୁଧ୍ୟାନ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/puri-3.jpg)