""
ଓଡ଼ିଶା Videos ନାଥୁରାମ ଷ୍ଟାଇଲରେ ମର୍ଡର୍ ! କାହିଁକି ଏଏସଆଇ ଗୋପାଳ ଦାସ ହତ୍ୟା କଲେ ନବ ଦାସଙ୍କୁ ? ଏହା ପଛରେ ରହିଛି କ’ଣ କାରଣ ? ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ନା ହଠାତ୍ ରାଗି ଯାଇ ନେଲେ ଏଭଳି ନିଷ୍ଠୁର ନିଷ୍ପତ୍ତି ? ଜଣେ ମାନସିକ ରୋଗୀଙ୍କୁ ବନ୍ଧୁକ ଦେବା କେତେ ଦୂର ଠିକ୍ ? ନବଙ୍କ ସୁରକ୍ଷାରେ ଏସଓପି ଠିକ ଭାବେ ପାଳନ କରାଯାଇଥିଲା ତ ? ମହାତ୍ମା ଗାନ୍ଧୀଙ୍କ ହତ୍ୟା ଶୈଳୀ ସହିତ ଏହାର କ’ଣ ରହିଛି ସାମଞ୍ଜସ୍ୟ ? ଏନେଇ ଅଧିକ ଆଲୋଚନା କରିଛନ୍ତି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ବିପିନ ବିହାରୀ ମିଶ୍ର । Manoj Swain 31 Jan 2023 15:48 IST ନାଥୁରାମ ଷ୍ଟାଇଲରେ ମର୍ଡର୍ ! | Odisha Reporter Odisha Odisha Police Naba Das Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ