Advertisment

ଇଦ ଛାଡ଼ି ସହିଦଙ୍କ ପଛରେ

ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ଲାନ୍ସ ନାୟକ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଥିଲା। ନିଜ ଗାଁ ଅଳଗୁମର ଖଣ୍ଡାୟତ ସାହି ଅଭିମୁଖେ ଶୋଭାଯାତ୍ରାରେ ନିଆଯାଉଥିଲା। ଖଣ୍ଡାୟତ ସାହି ଗାଁ ଶ୍ମଶାନରେ ଶେଷକୃତ୍ୟ ହେବାର ଥିଲା। ଇଦ ପର୍ବ ଛାଡ଼ି ଶହୀଦ ଯବାନଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ମୁସଲିମ ଭାଇମାନେ।

author-image
Debendra Prusty

Odisha Eid Odia Jawan Army Jawan