Advertisment

ମୋ ବସରେ ଗଲେ ଦେହ ଥରୁଛି !

ଇଏ ରାଉରକେଲା ସହରରେ ଗଡ଼ୁଥିବା ମୋ ବସର ଚିତ୍ର। ଚାହୁଁ ଚାହୁଁ ଜଳିପୋଡ଼ି ପାଉଁଶ ହୋଇଗଲା। ଯଦିଓ ଯାତ୍ରୀ ନଥିଲେ କିନ୍ତୁ ଭାବିଲେ ଥରେ, ଯଦି ଅଧା ରାସ୍ତାରେ ଯାତ୍ରୀ ଥିବାବେଳେ ବସରେ ନିଆଁ ଲାଗିଥାନ୍ତା ତେବେ ଅବସ୍ଥା କଣ ହୋଇଥାନ୍ତା ?

author-image
Manoj Swain

ଇଏ ରାଉରକେଲା ସହରରେ ଗଡ଼ୁଥିବା ମୋ ବସର ଚିତ୍ର। ଚାହୁଁ ଚାହୁଁ ଜଳିପୋଡ଼ି ପାଉଁଶ ହୋଇଗଲା। ଯଦିଓ ଯାତ୍ରୀ ନଥିଲେ କିନ୍ତୁ ଭାବିଲେ ଥରେ, ଯଦି ଅଧା ରାସ୍ତାରେ ଯାତ୍ରୀ ଥିବାବେଳେ ବସରେ ନିଆଁ ଲାଗିଥାନ୍ତା ତେବେ ଅବସ୍ଥା କଣ ହୋଇଥାନ୍ତା ?

Advertisment
Odisha Rourkela Mo Bus