ଇଏ ରାଉରକେଲା ସହରରେ ଗଡ଼ୁଥିବା ମୋ ବସର ଚିତ୍ର। ଚାହୁଁ ଚାହୁଁ ଜଳିପୋଡ଼ି ପାଉଁଶ ହୋଇଗଲା। ଯଦିଓ ଯାତ୍ରୀ ନଥିଲେ କିନ୍ତୁ ଭାବିଲେ ଥରେ, ଯଦି ଅଧା ରାସ୍ତାରେ ଯାତ୍ରୀ ଥିବାବେଳେ ବସରେ ନିଆଁ ଲାଗିଥାନ୍ତା ତେବେ ଅବସ୍ଥା କଣ ହୋଇଥାନ୍ତା ?