କୁନି ଝିଅର ଛାତିଥରା କଥା- ବାପା ହିଁ ମୋ ମା’ର ତଣ୍ଟି ଚିପିଦେଲେ

ନବରଙ୍ଗପୁର(ନବଘନ ବିଶୋୟୀ): କଥା ଭଲ ଭାବେ କହି ଶିଖିନି । ମୃତ୍ୟୁ କ’ଣ ସେ ବୁଝିନି । ହେଲେ ଖନେଇ ଖନେଇ କଥା କହୁଥିବା କୁନି ଝିଅ ବଖାଣିଛି ନିଜ ମା’ ହତ୍ୟାର ଛାତିଥରା କାହାଣୀ । ସେ ଯାହା ଦେଖିଛି ସବୁ କିଛି ପୁଲିସ୍‌ ଆଗରେ ବଖାଣି ଦେଇଛି । କିପରି ତା’ ବାପା ହିଁ ତା’ ମା’ର ତଣ୍ଟି ଚିପି ଜୀବନ ନେଇଛି  ସେ ସବୁକୁ ଇଙ୍ଗିତ କରି ପୁଲିସ୍‌କୁ ଜଣାଇ ଦେଇଛି। ନିଷ୍ପାପ […]

pic

pic

Niharika Rout
  • Published: Saturday, 24 September 2022
  • Updated: 24 September 2022, 06:35 PM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ): କଥା ଭଲ ଭାବେ କହି ଶିଖିନି । ମୃତ୍ୟୁ କ’ଣ ସେ ବୁଝିନି । ହେଲେ ଖନେଇ ଖନେଇ କଥା କହୁଥିବା କୁନି ଝିଅ ବଖାଣିଛି ନିଜ ମା’ ହତ୍ୟାର ଛାତିଥରା କାହାଣୀ । ସେ ଯାହା ଦେଖିଛି ସବୁ କିଛି ପୁଲିସ୍‌ ଆଗରେ ବଖାଣି ଦେଇଛି । କିପରି ତା’ ବାପା ହିଁ ତା’ ମା’ର ତଣ୍ଟି ଚିପି ଜୀବନ ନେଇଛି  ସେ ସବୁକୁ ଇଙ୍ଗିତ କରି ପୁଲିସ୍‌କୁ ଜଣାଇ ଦେଇଛି। ନିଷ୍ପାପ ଶିଶୁ ମୁହଁରୁ ବାହାରିଥିବା ବୟାନ ଅନୁଯାୟୀ, ପୁଲିସ୍‌ ବି ଅଭିଯୁକ୍ତ ବାପାକୁ ଗିରଫ କରି ଜେଲ୍‌ ପଠାଇ ଦେଇଛି। ଏପରି ଲୋମଟାଙ୍କୁରା ଘଟଣା ଆନ୍ଧ୍ରର କାକିନାଡ଼ାରେ ଘଟିଛି। ମୃତା ମହିଳା ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସିଲାଟି ଗ୍ରାମର ମାଣିକ ଘୋଷଙ୍କ ପତ୍ନୀ ଲିପିକା ମଣ୍ଡଳ ।

ପ୍ରାୟ ୭ ବର୍ଷ ତଳେ ଉମରକୋଟ ବ୍ଲକ୍ ର ବଙ୍ଗୀୟ କାରାଗାଁ ଗ୍ରାମ ର ତପନ ମଣ୍ଡଳଙ୍କ ଝିଅ ଲିପିକା ମଣ୍ଡଳ  ସିଲାଟି ଗ୍ରାମର ମାଣିକ ଘୋଷଙ୍କୁ ବିବାହ କରିଥିଲେ।  ମାଣିକ ହୋଟେଲ ମ୍ୟାନଜମେଣ୍ଟ କରିଥିଲେ ମଧ୍ୟ ବିବାହ ବେଳକୁ କୌଣସି ଚାକିରି କରୁ ନଥିଲେ l

ଗତ ମେ’  ମାସରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଲା ଓ ଏନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଥିଲା। ପରେ  ଲିପିକା ନିଜ ବାପ ଘରକୁ ପଳାଇ ଯାଇଥିଲେ।  ତେବେ ଜୁନ ମାସରେ ପୁଅ ଘର ଲୋକ କାରାଗାଁରେ ପହଞ୍ଚି ବୋହୂକୁ ନେବା ପାଇଁ ଅନୁରୋଧ କରିଥିଲେ ।  ଲିପିକାଙ୍କ ବାପା ଗ୍ରାମରେ ଏକ ବୈଠକ ବସାଇ ଲିପିକାକୁ ତାଙ୍କ ସ୍ୱାମୀଙ୍କ ନିକଟରେ ଛାଡିଥିଲେ।

ଏହାପରେ ଉକ୍ତ ମାସରେ କାମ ସନ୍ଧାନରେ ମାଣିକ ନିଜ ପରିବାର ସହ ସୁଦୂର କାକିନାଡ଼ାକୁ ଚାଲି ଯାଇଥିଲେ। ସେଠାରେ ମାଣିକ ଗୋଟିଏ ହୋଟେଲ୍‌ରେ  କାମ କରି ପରିବାର ଚଳାଉଥିଲେ ।

ତେବେ, ଗତ ସୋମବାର ସକାଳ ପ୍ରାୟ ୬ଟା ବେଳେ  ମାଣିକ  କାକିନାଡ଼ାରେ ରହୁଥିବା ନିଜ ଗାଁର ଜଣେ ସାଙ୍ଗକୁ ଫୋନ୍‌ କରି ପତ୍ନୀ ମୁର୍ଚ୍ଛା ହୋଇ ଯାଇଥିବା କହିଥିଲେ।  ସାଙ୍ଗଜଣକ ସଙ୍ଗେ ସଙ୍ଗେ ମାଣିକଙ୍କ ଘରେ ପହଞ୍ଚି ଲିପିକାଙ୍କ ଗୋଳାରେ ଚିହ୍ନ ଥିବା ଦେଖିବାକୁ ପାଇଥିଲେ।

ଖବର ପାଇ କାକିନାଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନିଜ ଆଡୁ ମାମଲା ରୁଜୁ କରି ମାଣିକଙ୍କୁ ପଚରାଉଚରା କରିଥିଲା । ସେହି ସମୟରେ ପାଖରେ ଥିବା ଅଢେଇ ବର୍ଷର ଝିଅ "ମାହୀ ଘୋଷ" ପୁଲିସ୍ ସମ୍ମୁଖରେ "ମୋ ବାପା ହିଁ ମୋ ମାଁ କୁ" ଗଳାଚିପି ହତ୍ୟା କରିଛି ବୋଲି ବୟାନ ଦେଇଛି । ଏହାକୁ ଆଧାର କରି ପୁଲିସ ମାଣିକଙ୍କୁ ଗିରଫ କରିଛି। ଶେଷରେ ପୁଲିସ ସମ୍ମୁଖରେ ମାଣିକ ନିଜ ଦୋଷ ସ୍ୱୀକାର କରିଛନ୍ତି।

ଖବର ପାଇ ଲିପିକାଙ୍କ ବାପା ତପନ ମଣ୍ଡଳ କାକିନାଡ଼ାଠାରେ ପହଞ୍ଚି  ଝିଅ ମୃତଦେହ ସହ ନାତୁଣୀକୁ ଧରି ନିଜ ଘରକୁ ନେଇଥିଲେ।  କିନ୍ତୁ ପରବର୍ତ୍ତୀ ସମୟରେ ଲିପିକାଙ୍କ ମୃତଦେହ ତାଙ୍କ ଶ୍ୱଶୁର ଘର ଗାଁରେ ସତ୍କାର ହୋଇଥିବା ଜଣାଯାଇଛି।

ମୋ’ ଝିଅର କୌଣସି ମୂର୍ଚ୍ଛା ବେମାର ନଥିଲା ।  ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ମୋ ଝିଅକୁ ତା’ ସ୍ୱାମୀ ହତ୍ୟା କରିଛି ତାଙ୍କୁ  ତୁରନ୍ତ ଫାଶୀ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ଲିପିକାଙ୍କ ବାପା। ଏପରି କି ମୋ’ ଝିଅ ନାରେ ୪ ଏକର ଜମି ଥିବା ବେଳେ ତାକୁ ଜ୍ୱାଇଁ  ବିକ୍ରୀ କରି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଯାହାକୁ ନେଇଁ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story